Only for Entertainment

ଐଶ୍ଚର୍ଯ୍ୟାଙ୍କ ପରେ ଅମୀରଙ୍କୁ କିଡନାପ କରିବାକୁ ଚାହାଁନ୍ତି ରାଜକୁମାର ରାଓ ।

aajtak
0 28

ଅଭିନେତା ରାଜକୁମାର ରାଓଙ୍କ ଫିଲ୍ମ ପନ୍ନେ ଖାଁ ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି । ରାଜକୁମାର ଏହି ଫିଲ୍ମରେ ଐଶ୍ଚର୍ଯ୍ୟା ରାୟଙ୍କୁ କିଡନାପ କରିଥିବାର ନଜର ଆସିବେ ।

ରାଜକୁମାରଙ୍କୁ ଯେତେବେଳେ ପ୍ରଶ୍ନ କରାଗଲାଯେ ବାସ୍ତବ ଜୀବନରେ ଯଦି କାହାକୁ କିଡନାପ କରିବାର ମୌକା ମିଳେ ତେବେ ଆପଣ କାହାକୁ କିଡନାପ କରିବେ,ଉତ୍ତରରେ ରାଜକୁମାର କହିଲେଯେ ଯଦି ଇଂଟରନେସନାଲ କଥା ଆଲୋଚନା କରିବା ତେବେ ନିହାତି ଭାବରେ ଡେନିଏଲ ଡେ ଲୁଇସଙ୍କୁ କିଡନାପ କରି ତାଙ୍କ ଠାରୁ ଅଭିନୟ ବିଷୟରେ ଜାଣିବାକୁ ଚାହିଁବି କାରଣ ସେ ଏବେ ରିଟାୟର ହୋଇ ସାରିଛନ୍ତି ଏବଂ ସବୁ କିଛି କହିପାରିବେ । ଯଦି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି କଥା କହିବେ ତେବେ ନିହାତି ଭାବରେ ଅମୀର ସାର ମାନେ ଅମୀର ଖାନଙ୍କୁ କିଡନାପ କରିବାକୁ ଚାହିଁବି ଏବଂ ତାଙ୍କ ଠାରୁ ବହୁତ ଜ୍ଞାନ ନେବାର ଅଛି,କାରଣ ସେ ଭିନ୍ନ ପ୍ରକାରର କ୍ରିଏଟିଭ ମଣିଷ ।

କେବଳ ସେତିକି ନୁହେଁ ରାଜକୁମାର ମେଂଟଲ ହେ କ୍ୟା,ଇମଲୀ ଏବଂ ଚାଇନାକୁ ଯାଇ ସେଠାରେ ମେଡ ଇନ ଚାଇନାର ସୁଟିଂ ଆରମ୍ଭ କରିବେ । ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜକୁମାର ଖୁବ ବ୍ୟସ୍ତ ରହିବେ । ତେବେ ଫନ୍ନେ ଖାଁ ପରେ ତାଙ୍କ ଫିଲ୍ମ ସ୍ତ୍ରୀ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More