Only for Entertainment

ରଜନୀକାନ୍ତଙ୍କ ଘରେ ବମ ଲଗାଇବାର ଧମକ,ଯାଂଚ ଜାରି ରହିଛି ।

youtube
0 45

ତାମିଲନାଡୁ ପୋଲିସକୁ ଗତ ଶନିବାର ଦିନ ଫୋନ କରି ଜଣେ ଅଜଣା ବ୍ୟକ୍ତି ରଜନୀକାନ୍ତଙ୍କ ଘରେ ବମ ଲଗାଇବାର ଧମକ ଦେଇଛି । ଏହି ଫୋନ ପୋଲିସକୁ ସଂଧ୍ୟା ୬ଟା ୨୭ରେ ଆସିଥିଲା । ପୋଲିସ ଏହାର ଯାଂଚ କରୁଛି ।

ଏଏନଆଇ ଅନୁସାରେ ତାବିଲନାଡୁ ପୋଲିସ ସୂଚନା ଦେଇଛିଯେ ଗତ ଶନିବାର ଦିନ ପୋଲିସକୁ ଗୋଟିଏ ନମ୍ବରରୁ ଦୁଇ ଥର ଖଲ ଆସିଥିଲା । ପ୍ରଥମ କଲ ଦ୍ୱିପ୍ରହର ୧ଟା ୫୦ ରେ ଆସିଥିଲା । ଫୋନରେ ଅଜଣା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ଘରେ ବମ ଲଗାଇବାର ଧମକ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଘରବକୁ ବମ ନିରୋଧକ ଦସ୍ତାକୁ ପଠା ଯାଇଥିଲା । କିନ୍ତୁ ସେଠାରୁ କିଛଇ ମିଳିନଥିଲା । ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More