Only for Entertainment

ସାମ୍ନାକୁ ଆସିଲା ରଜନୀକାନ୍ତଙ୍କ ଝିଅ ବିବାହର ପ୍ରଥମ ଫଟୋ ।

sambad
35

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ। ସେ ଅଭିନେତା ତଥା ବ୍ୟବସାୟୀ ଭିସ୍‌ହାଗନ ବନନଗମୁଦିଙ୍କୁ ବିବାହ କରିଛନ୍ତି। ଏହି ସୁନ୍ଦର ଦମ୍ପତିଙ୍କ ବିବାହ ପରର ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ ଭାଇରାଲ୍‌ ହୋଇଛି।


ପୂର୍ବରୁ ରଜନୀକାନ୍ତ ତାଙ୍କର ଘନିଷ୍ଠ ବନ୍ଧୁ ଓ ସଂପର୍କୀୟମାନଙ୍କ ସକାଶେ ଏକ ପ୍ରି-ଓଏଡିଂ ଭୋଜିର ଆୟୋଜନ କରି ସାରିଛନ୍ତି। ଯାହାବି ହେଉ, ପ୍ରି-ଓଏଡିଂ ପରେ ପରେ ଏବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓଏଡିଂ ଭୋଜିର ଆୟୋଜନ କରିବେ ନିଶ୍ଚୟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More