Only for Entertainment

ରଜନୀକାନ୍ତଙ୍କ ଷ୍ଟାଇଲରେ ଏମଏସ ଧୋନୀ । ଭାଇରାଲ ହେଲା ମାସ ଅପ ଭିଡିଓ ।

aajtak
0 39

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ କାଲା ଏବଂ ଆଇପିଏଲ ଚେନ୍ନାଇ ସୁପନର କିଙ୍ଗ୍ସଙ୍କର ଏକ ମାସ ଅପ ଭିଡିସ ରିଲିଜ ହୋଇଛି । ଏହି ଭିଡିଓରେ ମହେନ୍ଦ୍ର ସିଂ ଧୋନୀ,ରଜନୀକାନ୍ତ,ହରଭଜନ ସିଂ,ମୁରଲୀ ବିଜୟ ଏବଂ ଡବେନ ବ୍ରାବୋ ନଜର ଆସିଛନ୍ତି ।

ଭିଡିଓ ଆରମ୍ଭରେ ହରଭଜନ ସିଂ ନାନା ଫଟେକରଙ୍କ ଡାଏଲଗରେ ନଜର ଆସୁଛନ୍ତି । ଏହାପରେ ଟିଜର ମଚରଲୀ ବିଜୟ ଏବଂ ଡବେନ ବ୍ରାବୋ ନଜର ଆସୁଛନ୍ତି । ଶେଷରେ ଧୋନୀ ରଜନୀକାନ୍ତଙ୍କ କାଲା ଫିଲ୍ମର ଡାଏଲଗରେ ନଜର ଆସୁଛନ୍ତି । ଫ୍ୟାନ୍ସ କାଲା ଏବଂ ଆଇପିଏଲକୁ ଅଧିର ଭାବେ ଅପେକ୍ଷା କରିଛନ୍ତି । ଆଇପିଏଲ ଅପ୍ରେଲରେ ଆରମ୍ଭ ହେବ ଏବଂ କାଲା ୨୭ ଅପ୍ରେଲରେ ରିଲିଜ ହେବ ।

କାଲାରେ ରଜନୀକାନ୍ତଙ୍କ ବ୍ୟତୀତ ଇଶ୍ୱରୀ ରାଓ ଓ ହୁମା କୁରୈସି ନଜର ଆସିବେ । ସନ୍ତୋଷ ନାରାୟଣ ମ୍ୟୁଜିକ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More