Only for Entertainment

ଭୋଟ ଦେବା ପରେ ସରକାରଙ୍କୁ ଖୋଲା ଚେତାବନୀ ଦେଲେ ରାକ୍ଷୀ ସାୱନ୍ତ ।

amarujala
47

ଗତକାଲି ଥିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ବଲିଉଡ ଷ୍ଟାରମାନେ ମଧ୍ୟ ଭୋଟ ଦେବା ପାଇଁ ଯାଇଥିଲେ । ସମସ୍ତେ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହି ମଧ୍ୟରେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସରକାରଙ୍କୁ ଧମକ ଦେଇଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on

ସରକାରଙ୍କୁ ଧମକ ଦେଇ ରାକ୍ଷୀ କହିଛନ୍ତି ସମସ୍ତ ପ୍ରକାରର ଭ୍ରଷ୍ଟାଚାର ବନ୍ଦ କର । ମୋତେ ଏଙ୍ଖାରେ କାହାର ଗୁଣ୍ଡାଗର୍ଦ୍ଦି ପସନ୍ଦ ନୁହେଁ । ଏହା ସହିତ ମୁମ୍ବାଇ ସଡ଼କକୁ ପରିଷ୍କାର କରିବା ପାଇଁ ମଧ୍ୟ କହିଛନ୍ତି । ଏହା ସହିତ ରାକ୍ଷୀ କହିଛନ୍ତି ମୁଁ ଆପଣଙ୍କୁ ଭୋଟ ଦେଇକ୍ତି ଏବଂ ଜିତାଇଛି । ମୁଁ ଜାଣିଛି ମୁଁ ଯାହାକୁ ଭୋଟ ଦେଇଛି ସେ ଜିତିବ । ଏହା ମଧ୍ୟ କହିଛନ୍ତିଯେ ଲୋକଣ୍ଡେୱାଲା ମାର୍କେଟକୁ ଶସ୍ତା କର । ବର୍ଷାଦିନେ ପାଣି ସମସ୍ୟା ସମାଧାନ କର । ଏହା ସହିତ ରାକ୍ଷୀ କହିଛନ୍ତି ମୋତେସଡ଼କ ପରିଷ୍କାର ଦରକାର ନଚେତ ଭଲ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More