Only for Entertainment

ମା’ ହେବାକୁ ଯାଉଛନ୍ତି ରାକ୍ଷୀ ସାୱନ୍ତ?

aajtak
46

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାକୁ ଆସିଯାନ୍ତି । ଚର୍ଚ୍ଚାକୁ ଜଣେ କିଭଳି ଆସିବ ଏହା ଡ୍ରାମା କୁଇନଙ୍କୁ ବେଶ୍ ଭଲ ଭାବରେ ଜଣା । ଯେବେ ଠାରୁ ରାକ୍ଷୀ ଏନଆରଆଇ ସଦସ୍ୟଙ୍କୁ ବିବାହ କରିଛନ୍ତି ରାକ୍ଷୀ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ସେଲିବ୍ରେଟୀ ହୋଇ ସାରିଛନ୍ତି । ତଥାପି ରାକ୍ଷୀଙ୍କର ବିବାହକୁ ନେଇ ଏପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି ।

 

 

View this post on Instagram

 

A post shared by Rakhi Sawant (@rakhisawant2511) on

ନିକଟରେ ରାକ୍ଷୀ ସାୱନ୍ତ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ରାକ୍ଷୀ କହୁଛନ୍ତି ଜାନୁ ମୁଁ ମା’ ହେବାକୁ ଯାଉଛି । ଏହାପରେ ମେଲ ଭଏସ ଶୁଣିବାକୁ ମିଳୁଛି । ଜଣେ ବ୍ୟକ୍ତି କହୁଛି ଏହା କିଭଳି ମମ୍ଭବ ମୁଁ ତ ଇଂଲଣ୍ଡରେ ଅଛି । ରାକ୍ଷୀଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More