Only for Entertainment

ଦୀପକ କଲାଲାଙ୍କ ସହିତ ବିବାହକୁ ନେଇ ଆଜି ମୁହଁ ଖୋଲିବେ ରାକ୍ଷୀ ସାୱନ୍ତ, କରୁଛନ୍ତି ବିବାହର ସପିଂ ।

AajTak
33

ଡ୍ରାମା କ୍ୱିନ ରାକ୍ଷୀ ସାୱନ, ଦୀପକ କଲାଲଙ୍କ ସହିତ ନିଜର ବିବାହ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସମସ୍ତଙ୍କ ମନରେ ଏବେ ରାକ୍ଷୀଙ୍କୁ ନେଇ ଗୋଟିଓ ପ୍ରଶ୍ନ ସତରେ କ’ଣ ସେ ୩୧ ଡିସେମ୍ବରରେ ଦୀପକଙ୍କୁ ବିବାହ କରିବେ ? ନା କେବଳ ସେ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଏତେ ସବୁ ନାଟକ କରୁଛନ୍ତି । ତେବେ ରାକ୍ଷୀ ନିିଜ ବିବାହକୁ ନେଇ ଆଜି ଅର୍ଥାତ ୧ ଡିସେମ୍ବର ଦିନ ୩ଟା ସମୟରେ ଏକ ପ୍ରେସ କନଫେରେନ୍ସ କରିବେ ।

ବିବାହର ଖବର ମଧ୍ୟରେ ରାକ୍ଷୀ ଦୁବାଇରେ ନିଜ ବିବାହର ସପିଂ କରୁଛନ୍ତି । ସେ ନିଜ ଇଂଷ୍ଟାଗ୍ରାମ ପେଜରେ ଦୁଇ ଟି ଭିଡିଓ ଅପଲୋଡ କରିଛନ୍ତି । ଭିଡିଓରେ ରାକ୍ଷୀ ଗହଣା କିଣୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

My shooping

A post shared by Rakhi Sawant (@rakhisawant2511) on

 

View this post on Instagram

 

Im in Dubai 4 my shopping ? 4 my marriage thanks deepu u speening lots off Mony on me

A post shared by Rakhi Sawant (@rakhisawant2511) on

କହରଖୁଛୁ ଯେ, ରାକ୍ଷୀ ସାୱନ୍ତ ପୋଷ୍ଟ କରିଥିବା ଏକ ବିବାହ ନିମନ୍ତ୍ରଣ କାର୍ଡ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଲ୍ଲେଖ ରହିଛି ରକ୍ଷୀ କମେଡିଆନ ଦୀପକ କଲାଲାଙ୍କ ସହିତ ୩୧ ଡିସେମ୍ବରରେ ଲସ ଏଞ୍ଜେଲ୍ସରେ ବିବାହ କରିବେ । ଏହି କାର୍ଡକୁ ରାକ୍ଷୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More