Only for Entertainment

ଗୀତ ସୁଟିଂ ସମୟରେ ହିରୋ ରୋମାଂଟିକ ନହେବାରୁ ଅପସେଟ୍ ହେଲେ ରାକ୍ଷୀ

116

ବଲିଉଡର ଡ୍ରାମା କୁଇନ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତ ଗତ କିଛି ମାସ ହେବ ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଅବଶ୍ୟ ଏବେ ଏସବୁରୁ ଆଗକୁ ବଢି ପୁଣିଥରେ କ୍ୟାରିଅରରେ ଧ୍ୟାନ ଦେଇଛନ୍ତି ରାକ୍ଷୀ । ଅଭିନେତ୍ରୀ ଏବେ ଏକ ଡ୍ୟାନ୍ସ ନମ୍ବରର ସୁଟିଂ କରୁଛନ୍ତି । ଏହାର ମେକିଂ ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ସୁଟିଂ ସମୟରେ ରାକ୍ଷୀ ତାଙ୍କ ହିରୋଙ୍କ ଅଭିନୟରେ ନିରାଶ ହୋଇଥିବା ଜଣା ପଡ଼ିଛି ।

 

 

View this post on Instagram

 

A post shared by Rakhi Sawant (@rakhisawant2511) on

ରାକ୍ଷୀ ଭିଡ଼ିଓ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, ‘କୈସା ହିରୋ ହୈ’?ଫ୍ରିଜ୍ ଠାରୁ ମଧ୍ୟ ଅଧିକ ଥଣ୍ଡା’ । ଭିଡ଼ିଓ ଦେଖିବା ପରେ ଜଣା ପଡ଼ୁଛି ଏହା ଏକ ରୋମାଂଟିକ ସିକ୍ୱେନ୍ସ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More