Only for Entertainment

ରାକ୍ଷୀ ସାୱନ୍ତଙ୍କ ରୋଡ ଶୋ, କେତେବେଳେ ଜୁସ ପିଉଥିବାର ନଜର ଆସିଲେ ତ କେତେବେଳେ………… ।

bollywoodtadka
42

ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ । ନିର୍ବାଚନ ସମୟ ଏବଂ ଫିଲ୍ମ କଳାକାର ମଧ୍ୟ ଏହି କ୍ଷେତ୍ରକୁ ଓହ୍ଲାଇ ସାରିଛନ୍ତି । ଏହି ଲିଷ୍ଟରେ ରାକ୍ଷୀ ସାୱନ୍ତଙ୍କ ନାମ ଏବେ ଯୋଡ଼ି ହୋଇ ଯାଇଛି । ବାସ୍ତବରେ ଟୋଙ୍କ ସବାଇମାଦୋପୁର ଲୋକସଭା କ୍ଷେତ୍ରରେ ଶିବସେନା ଆଶାୟୀପ୍ରାର୍ଥୀ ମୁକେଶ ମହାବରଙ୍କ ସମର୍ଥନରେ ରାକ୍ଷୀ ସାୱନ୍ତ ରୋଡ଼ ଶୋ କରି ଭୋଟ ମାଗୁଥିବାର ନଜର ଆସିଛନ୍ତି । ଶିବସେନାର ରମେଶ ଚନ୍ଦ୍ର ରହମାନଦିୟା ନ୍ୟୁଜ ଚ୍ୟାନେଲକୁ ଏହି ଖବର ଦେଇଥିଲେ ।

ରାକ୍ଷୀଙ୍କ ରୋଡ଼ ଶୋ’ରେ ଖୁବ ଭିଡ଼ ଦେଖିବାକୁ ମିଳିଛି ।

ଗରମରୁ ରକ୍ଷା ପାଇଁ ରାକ୍ଷୀ ବାରମ୍ବାର ଜୁସ ପିଉଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More