Only for Entertainment

ରିଲିଜ ହେଲା ରାମ୍ପେଜର ହିନ୍ଦୀ ଟ୍ରେଲର ।

den of geek
0 67

ହଲିଉଡ ପ୍ରସିଦ୍ଧ ଅଭିନେତା ଜନସନଙ୍କ ଆକ୍ସନ ଆଡଭେଂଚର ଫିଲ୍ମ ‘ରାମ୍ପେଜ’ଖୁବ ଶୀଘ୍ର ଭାରତରେ ରିଲିଜ ହେବାକୁ ଯାଉଅଛି । ୧୩ ଅପ୍ରେଲରେ ଭାରତର ସମସ୍ତ ସିନେମାଘରେ ରିଲିଜ ହେବାକୁ ଯାଉଅଛି ଏହି ଫିଲ୍ମ । ଏହି ଫିଲ୍ମ ହିନ୍ଦୀ. ଇଂରାଜୀ ଏବଂ ତାମିଲ ଭାଷାରେ ୩ଡି ରିଲିଜ କରାଯିବ ।

ଫିଲ୍ମ ରାମ୍ପେଜ ବାର୍ନର ବ୍ରଦର୍ସ ପିକ୍ଚର୍ସ ଦ୍ୱାରା ନିର୍ମିତ ହୋଇଛି ଏହି ଫିଲ୍ମ । ୧୯୮୦ରେ ଏହି ନାମରେ ଏକ ଭିଡିଓ ଗେମ ଉପରେ ଫିଲ୍ମ ଆଧାରିତ ହୋଇଛି ଯେଉଁଥିରେ ଏକ ଗରିଲା, ଏକ କୁମ୍ଭୀର ଏବଂ ଏକ ବିଲୁଆ ଉପରେ କାହାଣୀ ଆଧାରିିତ । ଏହି ୩ଜଣ ମିଶି ସହରରେ ଆତଙ୍କ କରୁଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମରେ ଡ୍ୱେନ ପ୍ରାଇମେଟୋଲୋଜିଷ୍ଟ ଡେବିସ ଓକୋୟୋଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେ ହିଁ ଏକମାତ୍ର ମନୁଷ୍ୟ ଅଟନ୍ତି ଯିଏ ଏହି ସବୁକୁ ରୋକି ପାରିବ । ଦେଖନ୍ତୁ ଏହାର ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More