Only for Entertainment

ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଅଫିସିଆଲ ଲୋଗୋ ରିଲିଜ ।

bollywood tadka
24

ବଲିଉଡ ଆକ୍ଟର ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ରର ଅଫିସିଆଲ ଲୋଗୋ ରିଲିଜ ହୋଇ ସାରିଛି । ପ୍ରାୟ ୪୧ ସେକେଣ୍ଡର ଏହି ଭିଡ଼ିଓରେ ଫିଲ୍ମର ନାମ, ଲୋଗୋ ଏବଂ କଳାକାରଙ୍କ ବିଷୟରେ ଦର୍ଶାଯାଇଛି । ରଣବୀରଙ୍କ କଣ୍ଠର ଶବ୍ଦରେ ଆରମ୍ଭ ହେଉଛି ଭିଡ଼ିଓ । ଏହାପରେ ଅମିତାଭ ବଚ୍ଚନ ଏବଂ ପରେ ଆଲିୟା ଭଟ୍ଟଙ୍କ କଣ୍ଠର ଶବ୍ଦ ଶୁଣିବାକୁ ମିଳିଛି ।

 

View this post on Instagram

 

Saare astron ka devta – #Brahmastra . . The official movie logo is out now!! Releasing this #Christmas.

A post shared by Alia ? (@aliaabhatt) on

ଏହି ଫିଲ୍ମକୁ ତିନି ଭାଗରେ ରିଲିଜ କରାଯିବ । ଖ୍ରୀଷ୍ଟମାସ ଉପଲକ୍ଷେ ଫିଲ୍ମ ରିଲିଜ ହେବ । ଫିଲ୍ମର ମୁଖ୍ୟ ଚରିତ୍ରଙ୍କ ନାମ ହେଉଛି ଶିବ ଏବଂ ଈଶା । ଫିଲ୍ମରେ ଅମିତାଭ ବଚ୍ଚନ ଭଗବାନ ବ୍ରହ୍ମାଙ୍କ ଚରିତ୍ରରେ ନଜର ଆସିବେ ଏବଂ ନାଗାର୍ଜୁନ ବିଷ୍ଣୁଙ୍କ ଚରିତ୍ରରେ ନଜର ଆସିବେ । ଏହା ସହିତ ମୌନି ରୟ ନେଗେଟିଭ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More