Only for Entertainment

ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଗୀତ ‘ରଙ୍ଗବତୀ’ , ଗୀତରେ ନାଚିଲେ ବିଦେଶୀ କଳାକାରଙ୍କ ସହ ଓଡିଆ ପୁଅ ସମୀର !

26

ଲୋକପ୍ରିୟ ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ । କେବଳ ଓଡିଶାରେ ସୀମିତ ହୋଇ ଏହା ରହିନାହିଁ । ଦେଶବିଦେଶରେ ମଧ୍ୟ ଗୀତକୁ ନେଇ ରହିଛି ସେତିକି କ୍ରେଜ । ଏବେ ରଙ୍ଗବତୀ ଗୀତରେ ଜଣେ ବିଦେଶୀ କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିଛନ୍ତି ଓଡିଆ ପୁଅ ସମୀର । ଆସନ୍ତୁ ଦେଖିବା ବିଦେଶୀ ନୃତ୍ୟଶିଳ୍ପୀଙ୍କ ସହ ଆମ ଓଡିଆ ପୁଅଙ୍କ ପରଫରମାନ୍ସ କେମିତି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More