Only for Entertainment

ରଂଗବତୀ ଗୀତକୁ ନେଇ କେନିଆମ୍ୟାନଙ୍କ ନିଆରା ଉପସ୍ଥାପନା !

youtube.com
0 39

ଲୋକପ୍ରିୟ ସମ୍ବଲପୁରୀ ସଂଗୀତକୁ ନେଇ ଅନେକ ଚର୍ଚ୍ଚା କେବଳ ଓଡିଶାରେ ନୁହେଁ ବରଂ ସାରା ଦୁନିଆରେ ଦେଖିବାକୁ ମିଳିଛି । ବିଭିନ୍ନ ଦେଶର ଲୋକମାନଙ୍କ ମଧ୍ୟରେ ରଂଗବତୀ ସଂଗୀତ ଚର୍ଚ୍ଚା ଜୋର ଧରିଥିବା କଥା କେବଳ ଆମେ କହୁନାହୁଁ, ଏକ ଭିଡିଓ ସୋସିଆଲ ମିଡିଆରେ କିଛି ଦିନ ହେବ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଛି । ତେବେ ଦେଖନ୍ତୁ ଏହି ଭିଡିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More