Only for Entertainment

ରିଲିଜ ହେଲା ‘ପ୍ରଣାମ’ର ଆଉ ଏକ ଗୀତ ‘ରଣ କି ଦାହାଡ୍’, ଦେଖନ୍ତୁ ଭିଡିଓ

you tube
63

ଆଗାମୀ ବଲିଉଡ୍ ଚଳଚ୍ଚିତ୍ର ‘ପ୍ରଣାମ୍’ର ଆଉ ଏକ ଗୀତ ‘ରଣ କି ଦାହାଡ୍’ ମୁକ୍ତିଲାଭ କରିଛି । ଏହି ଗୀତରେ ଫିଲ୍ମର ଲିଡ୍ ରାଜିବ୍ ଖଣ୍ଡେଲ୍ୱାଲଙ୍କୁ ଆଗ୍ରେସିଭ୍ ଅନ୍ଦାଜ୍ ଦେଖିବାକୁ ମିଳିଛି । ଜଣେ ଆଇଏସ୍ ଅଫିସର୍ କିପରି ପରିସ୍ଥିତିରେ ପଡି ଏକ ଗ୍ୟାଙ୍ଗଷ୍ଟରରେ ପରିଣତ ହେଉଛି ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ରିଲିଜ୍ ହୋଇଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ବ୍ରିଜେଶ ସାଣ୍ଢିଆଲ୍ । ଆଉ ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଜାନ୍ ନିଶାର୍ । ଗୀତର ଲିରିକ୍ସ ଦେଇଛନ୍ତି ଶିବ ସାଗର୍ ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More