Only for Entertainment

ଶେଷ ହେଲା ଅପେକ୍ଷା: ରିଲିଜ ହେଲା ରାନୁ ମଣ୍ଡଲଙ୍କ ପ୍ରଥମ ଗୀତ, ହୃଦୟ ଜିତିନେବ ଗୀତର କେମେଷ୍ଟ୍ରି

the lollantop
574

ରାନୁ ମଣ୍ଡଲଙ୍କ ପ୍ରଥମ ଗୀତ ରିଲିଜ ହୋଇ ସାରିଛି । ସେ ହିମେଶ ରେଶମିୟାଁଙ୍କ ଫିଲ୍ମ ‘ହ୍ୟାପି ହାର୍ଡ଼ି ଆଣ୍ଡ ହୀର’ରେ ତେରୀ ମେରୀ ଗୀତ ଗାଇଛନ୍ତି । ଏହି ଗୀତ ଆଜି ରିଲିଜ ହୋଇ ସାରିଛି । ୟୁଟ୍ୟୁବ ଟିପ୍ସ ଅଫିସିଆଲ ଚ୍ୟାନେଲରେ ୨ଟାରେ ରିଲିଜ ହୋଇଛି ।

ଗତକାଲି ଗୀତର ଟିଜର ରିଲିଜ ହୋଇଥିଲା, ଯାହାକୁ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ତେବେ ଏହାର ପୂରା ଗୀତ ଆଜି ରିଲିଜ ହେବ ବୋଲି ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ । କହିରଖୁଛୁ ଗୀତ ସୁଟିଂ ସମୟର କେତେକ ଝଲକ ଏହା ପୂର୍ବରୁ ହିମେଶ ଆମ ମାନଙ୍କ ସହିତ ଶେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହା ପରଠାରୁ ରାନୁଙ୍କ କଣ୍ଠରେ ଗୀତଟି ଶୁଣିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ହୋଇଛି । ଗୀତଟିକୁ ଶୁଣନ୍ତୁ ଏବଂ କିଭଳି ହୋଇଛି ଆମକୁ କମେଂଟ ବକ୍ସରେ ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More