Only for Entertainment

ପୁଣିଥରେ ନଜର ଆସିଲା ରଣବୀର ଆଲିୟାଙ୍କ କେମେଷ୍ଟ୍ରି, ଭିଡ଼ିଓ ଭାଇରାଲ ।

amarujala
0 40

ଦର୍ଶକ ଖୁବ ଉତ୍ସାହର ସହିତ ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ଅପେକ୍ଷା କରିଛନ୍ତି । ଫିଲ୍ମର ସୁଟିଂ ମଧ୍ୟ ଚାଲୁ ରହିଛି । ସେହି କାରଣରୁ ରଣବୀର ଏବଂ ଆଲିୟା ମଧ୍ୟ ପ୍ରାୟ ଏକା ସାଙ୍ଗରେ ନଜର ଆସୁଛନ୍ତି । କେବଳ ସେତିକି ନୁହେଁ ପ୍ରତ୍ୟେକ ଇଭେଂଟ ଏବଂ ପାର୍ଟିରେ ଆଲିୟା ରଣବୀରଙ୍କ ସହିତ ନଜର ଆସୁଛନ୍ତି ।

 

????

A post shared by bollywood & viral updates (@bollywoodfun360) on

ନିକଟରେ ଦୁଇଜଣଙ୍କର ଏକ ଭିଡ଼ିଓ ସୋସିଆଲ ମିଡଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଆଲିୟା ଏବଂ ରଣବୀର କିଛି ଲୋକଙ୍କ ଠାରୁ ବିଦାୟ ନେଉଥିବାର ନଜର ଆସିଛନ୍ତି । ଏହି ସମୟରେ ରଣବୀର ମୌକା ଦେଖି ଆଲିୟାଙ୍କୁ ଘରେ ଡ୍ରପ କରିଦେବାକୁ କହିଛନ୍ତି । ତେବେ ଆଲିୟା ମଧ୍ୟ ରଣବୀରଙ୍କ କଥାରେ ହଁ କହିଛନ୍ତି ଏବଂ ଏକା ସାଙ୍ଗରେ ବାହାରିଛନ୍ତି ।

 

Such a Preeti Girl in #Brightcolor ?Beauty queen ?#aliaranbir Ranbir & Alia arrive together at #SonamAnand wedding Reception giving further air to their Dating rumours #Aliabhatt #Ranbirkapoor #couplegoals ? @sonamkapoor @anandahuja wedding reception Party tonight #sharukhkhan #gaurikham #sonamkishadi #sonamkapoorwedding #sonamwedsanand #sonamkishaadi #weddingreception @anilskapoor #followMe ??@entertainmenttube ????? #8may #weddingbells #sonamdiwedding #rheakapoor #bollywoodwedding #celeblifestyle #sonamanandwedding #everydayphenomenal #arjunkapoor #anshulakapoor #janhvikapoor @arjunkapoor #varudhawan #shanayakapoor #bollywooddance ?? @mohitmarwah @varundvn @jacquelinef143 @aartishetty @kareenakapoorteam @sonamkapoorfan @ranbirkapoor @janhvikapoor @kushikapoor457 @anshulakapoor @maheepkapoor @shanayakapoor19 #boneykapoor @sanjaykapoor2500 @anupampkher

A post shared by The Fashion Goals (@thefashion_goals) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More