Only for Entertainment

ସୋନମଙ୍କ ପତି ଆନନ୍ଦଙ୍କ ଏହି ଷ୍ଟାଇଲରେ ନାରାଜ ଥିଲେ ରଣବୀର ସିଂ ।

aajtak
0 46

ଅଭିନେତା ରଣବୀର ସିଂ ସୋନମ କପୁରଙ୍କ ବିବାହ ଏବଂ ରିସେପସନରେ ସାମିଲ ହୋଇଥିଲେ । ଉଭୟ ସେରମନିରେ ରଣବୀର ଖୁବ ମସ୍ତୀ କରିଛନ୍ତି । କିନ୍ତୁ ଆନନ୍ଦ ଆହୁଜାଙ୍କ ଏକ ଷ୍ଟାଇଲରେ ଖୁବ ନାରାଜ ଥିଲେ ରଣବୀର ସିଂ ।

ଆନନ୍ଦ ଆହୁଜା ତାଙ୍କ ଇଂଷ୍ଟାଗ୍ରାମ ଆକାଂଉଟରେ ଏକ ଷ୍ଟୋରୀ ସେୟାର କରିଥିଲେ ଏବଂ ଲେଖିଥିଲେଯେ ରଣବୀର ମୋ ଜୋତାରେ ଖୁସି ନଥିଲେ । ବାସ୍ତବରେ ରଣବୀର କ୍ରିମ ରଙ୍ଗର ସେରୱାନୀ ଏବଂ ସ୍ପୋର୍ଟସ ଜୋତା ପିନ୍ଧିଥିଲେ । ଏହି ଗେଟଅପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମଧ୍ୟ ଖୁବ ନାରାଜ ହୋଇଥିଲେ । କିନ୍ତୁ ଆନନ୍ଦଙ୍କ ଏହି କୁଲ ଲୁକକୁ କେତେକ ଲୋକ ପସନ୍ଦ ମଧ୍ୟ କରିଥିଲେ ।

 

ranveer
ସୋନମଙ୍କ ବିବାହ ତାଙ୍କ ମାଉସୀଙ୍କ ଘରେ ଶିଖ ରୀତି ନୀତି ଅନୁସାରେ ହୋଇଥିଲା । କପୁର ଖାନଦାନର ଏହି ବିବାହରେ ବଲିଉଡର ପ୍ରାୟ ତାରକା ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More