Only for Entertainment

ଦିଲ୍ଲୀର ଏକ ବିବାହ ଉତ୍ସବରେ ଜମେଇ ନାଚିଲେ କ୍ୟାଟରୀନା-ରଣବୀର, ଭିଡିଓ ହେଲା ଭାଇରାଲ ।

storypick
0 72

ରଣବୀର ସିଂ, ଶ୍ରଦ୍ଧା କପୁର ଏବଂ ସାହିଦ କପୁର ଗତକାଲି ରାତିରେ ଦିଲ୍ଲୀର ଏକ ବିବାହ ଉତ୍ସବରେ ଠୁମକା ଲଗାଇଛନ୍ତି ଏବଂ ଲୋକମାନଙ୍କ ମନ କିଣି ନେଇଛନ୍ତି । କଥାଟି ହେଉଛି ଏହି ସମସ୍ତ କଳାକାର ଏକ ବିବାହ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଆସିଥିଲେ । ଏହାବ୍ୟତୀତ ଏହି ଖବର ସାମ୍ନାକୁ ଆସିଛି ରଣବୀର ତାଙ୍କ ଅନ୍ଦାଜରେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି । ତାଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ସମସ୍ତ କଳାକାର ଏହି କାର୍ଯ୍ୟକ୍ରମରେ ମନିଷ ମଲହୋତ୍ରାଙ୍କ ଡିଜାଇନ ପୋଷାକ ପରିଧାନ କରି୍ଥିଲେ, ଯେଉଁଥିରେ ସମସ୍ତେ ଖୁବ ସୁନ୍ଦର ଦିଶୁଥିଲେ । ଖାସ କଥା ହେଉଛି କ୍ୟାଟରୀନା ଖୁବ ସୁନ୍ଦର ଦିଶୁଥିଲେ ସେହି ପୋଷାକରେ ।


ସେହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ନିଜ ନିଜ ଗୀତରେ ଡ୍ୟାନ୍ସ କରିଥିଲେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଡ୍ୟାନ୍ସ ପାଇଁ କୋରିଓଗ୍ରାଫର ଶ୍ୟାମକ ଡାବର କୋରିଓଗ୍ରାଫି କରିଥିଲେ । ଏଥିରୁ ଏହା ଅନ୍ଦାଜ ଲଗାଯାଇପାରେ ସେହି କାର୍ଯ୍ୟକ୍ରମ କେତେ ଶାନଦାର ହୋଇଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More