Only for Entertainment

ଫିଲ୍ମ ପଦ୍ମାବତରେ ରଣବୀରଙ୍କ ଜଲୱା,ଦାଦା ସାହବେ ଫାଲକେ ଆୱାର୍ଡ଼ ପାଇଁ ମନୋନୀତ ।

youtube
0 64

ରଣବୀରଙ୍କ ପାଇଁ ଚଳିତ ବର୍ଷ ଖୁବ ଶୁଭଦାୟକ ଥିବା ପ୍ରମାଣିତ ହୋଇଛି । ଫିଲ୍ମ ପଦ୍ମବତରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଛି । ସୂଚନା ମୁତାବକ ପଦା୍ମବତରେ ନିଛକ ଅଭିନୟ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ଼ରେ ସମ୍ମାନିତ କରାଯିବ । ତେବେ ରଣବୀର ଏହି ଫିଲ୍ମରେ ଆଲ୍ଲାଉଦ୍ଦିନ ଖିଲଜୀ ଭୂମିକାରେ ଅଭିନୟ କରିଥିଲେ ।
ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ପୁରସ୍କାର ସମିତି ଏହି ଘୋଷଣା କରିଛନ୍ତି ।

ଫିଲ୍ମ ପଦ୍ମାବତ ବକ୍ସ ଅଫିସରେ ୩୦୦ କୋଟିର ସାନଦାର କଲେକ୍ସନ କରିଥିଲା । ଖିଲଜୀ ଚରିତ୍ରକୁ ରଣବୀର ଖୁବ ନିପୁଣତାର ସହିତ ପ୍ରଦର୍ଶନ କରିଛନ୍ତି । ରଣବୀରଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More