Only for Entertainment

ଅଭିନେତା ସୋନୁ ସୁଦଙ୍କ ବଡିରେ ଇମ୍ପ୍ରେସ ହେଲେ ରଣବୀର, ସିମ୍ବା ସେଟରେ ଟିସାର୍ଟ ଉଠାଇ ଦୁନିଆ ସାମ୍ନାରେ ଦେଖାଇଲେ ୬ପ୍ୟାକ ଆବ୍ସ !

bollywoodlife
0 33

ଆପଣଙ୍କୁ ଲାଗୁଛିକି ସୋନୁ ସୁଦଙ୍କ ସଲିଡ ବଡିକୁ ଦେଖି କେବଳ ଝିଅମାନେ ପ୍ରଭାବିତ ହୁଅନ୍ତି ତେବେ ଆପଣ ଭୂଲ ଭାବୁଛନ୍ତି । ସୋନୁଙ୍କର ଅନେକ ପୁରୁଷ ପ୍ରଶଂସକ ମଧ୍ୟ ରହିଛନ୍ତି ଏବଂ ସେଥିରେ ଏବେ ନୂଆ ମେମ୍ବର ସାମିଲ ହୋଇଯାଇଛନ୍ତି । ସେ କୌଣସି ସାଧାରଣ ଲୋକ ନୁହଁନ୍ତି, ସେ ବଲିଉଡ ହଙ୍କ ଅଭିନେତା ରଣବୀର ସିଂ । ଆଜ୍ଞା ହଁ ରଣବୀର ନିଜେ ସୋନୁଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସୋନୁ ସୁଦ ଏବଂ ରୋହିତ ସେଟ୍ଟୀ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ସୋନୁଙ୍କ ୬ପ୍ୟାକ ଆବ୍ସ ଦେଖି ପ୍ରଭାବିତ ଦେଖାଯାଉଛନ୍ତି ରଣବୀର ।

 

View this post on Instagram

 

भाई from another आई !!! ?? ??????? @sonu_sood @itsrohitshetty #Simmba @karanjohar @saraalikhan95

A post shared by Ranveer Singh (@ranveersingh) on


ଏଠାରେ ଆମେ କହି ରଖୁଛୁ ଯେ ଏବେ ରୋହିତ ସେଟ୍ଟି ନିଜର ଅପକମିଂ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସୋନୁ ସୁଦ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More