Only for Entertainment

ବଲିଉଡରେ ଅଭିନେତା ରଣବୀର ସିଂଙ୍କ ୯ବର୍ଷ ଯାତ୍ରା ପୂରା, ସୋସିଆଲ ମିଡିଆରେ ଜଣାଇଲେ ଖୁସି !

34

ବଲିଉଡରେ ନିଜର ୯ବର୍ଷ ଯାତ୍ରା ପୂରା କରିଛନ୍ତି ଅଭିନେତା ରଣବୀର ସିଂ । ୟଶରାଜ ବ୍ୟାନରରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ରଣବୀର । ଅନୁଷ୍କା ଶର୍ମାଙ୍କ ସହ ବ୍ୟାଣ୍ଡ ବାଜା ବାରାତରୁ ସିନେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ।

 

View this post on Instagram

 

It was all a dream 💫 9 years to the day #ifyouknowyouknow

A post shared by Ranveer Singh (@ranveersingh) on

୯ବର୍ଷର ଯାତ୍ରା ପୂରା ମୌକାରେ ରଣବୀର ଏକ ଫଟୋ ଟୁଇଟ କରି ପୁରୁଣା ଦିନକୁ ମନେ ପକାଇଛନ୍ତି । କ୍ୟାରିୟରରେ ଅଭିନେତା ଭଳିକି ଭଳି ରୋଲରେ ନଜର ଆସିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦର୍ଶକଙ୍କୁ ନିଜ ଡ୍ୟାନ୍ସ,ଅଭିନୟରେ ଆକୃଷ୍ଟ କରିପାରିଥିବା ରଣବୀର ଆଜିର ଦିନରେ ଜଣେ ସଫଳ,ଆଗଧାଡିର ନାୟକ ହୋଇପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More