Only for Entertainment

ବିବାହ ପରେ ପ୍ରଥମଥର ପାଇଁ ଅନସ୍କ୍ରିନ ରୋମାନ୍ସ କରୁଥିବାର ନଜର ଆସିଲେ ଦୀପବୀର, ଭାଇରାଲ ହେଲା ଭିଡିଓ

india
20

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରୀର ସବୁଠାରୁ ଫେମସ କପଲ ମଧ୍ୟରୁ ଏକ । ଦୁହେଁ ନିଜର ଭଲପାଇବାକୁ ଜାହିର କରିବାକୁ କୌଣସି ମଉକାକୁ ହାତ ଛଡା କରନ୍ତି ନାହିଁ । ଦୁହେଁ କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବିବାହ ପରେ ଦୁହିଁଙ୍କର ଏକ ଆଡ ଫିଲ୍ମ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହଁଙ୍କ କେମେଷ୍ଟ୍ରୀ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ଖବର ଅନୁସାରେ ଦୀପବୀର ଏକ ଏୟାର କଣ୍ଡିସନ ବ୍ୟାଣ୍ଡ ପାଇଁ ଏହି ଆଡ ସୁଟ କରାଇଛନ୍ତି । ଯେଉଁ ଥିରେ ଏହି କପଲ ନବ ବିବାହିତ ଦମ୍ପତ୍ତି ଭାବେ ନଜର ଆସିଛନ୍ତି ।

 

 

View this post on Instagram

 

SOOOO CUTE ?? Deepika Padukone and Ranveer Singh in new Llyod Grande Air Conditioner TVC ?? . اعلان ديبيكا بادكون ورانفير سينغ لـ Llyod ? . ترجمة … رانفير: حبيبتي، شكرا للرب اننا تزوحنا ديبيكا: لماذا؟ هل حر من مهام الحبيب؟ رانفير: نعم، الحبيب عليك الانتباه لكل شيء صغير ديبيكا: مثل؟ رانفير: مثل احضار هدية في موعد غرامي ديبيكا: متى احضرت؟ رانفير: مثل لبس ملابس عادية ديبيكا: ملابس عادية؟! رانفير: مثل، صباح الخير حبيبتي، تصبحين على خير حبيبتي، وصلت للبيت حبيبتي… ارسال هذا النوع من الرسائل. لكن لا داعي لفعل هذا بعد الان، لا مزيد من التوتر….. حبيبتي ديبيكا: تصبح على خير رانفير: حتى كحبيب اذا لم انتبه او انتبهت لأصغر الاشياء، هذا الزوج بطبع سيفعل ديبيكا: شكرا للرب اننا تزوجنا . . اووووووووووفر كيوووووووت ??? حطوهم بفلم عصري ? . . #deepikapadukone #queenofbollywood #bollywood #deepveer #ranveersingh #فيديو_ديبيكا_بادكون

A post shared by FAN ACCOUNT (@deepikapadukone_arabfc) on

ଫିଲ୍ମ ବିଷୟରେ କହିବାକୁ ଗଲେ ଦୀପିକା ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏ ସିଜ ସରଭାଇବର ଲକ୍ଷ୍ମୀ ଅଗ୍ରବାଲଙ୍କ ଭୂମିକାରେ ନଜର ଆସିବେ । ସେହିପରି ରଣବୀର ସିଂ କପିଲ ଦେବଙ୍କ ବାୟୋପିକ ‘୮୩’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More