Only for Entertainment

ବିବାହ ପରେ ପ୍ରଥମଥର ପାଇଁ ଅନସ୍କ୍ରିନ ରୋମାନ୍ସ କରୁଥିବାର ନଜର ଆସିଲେ ଦୀପବୀର, ଭାଇରାଲ ହେଲା ଭିଡିଓ

india
9

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରୀର ସବୁଠାରୁ ଫେମସ କପଲ ମଧ୍ୟରୁ ଏକ । ଦୁହେଁ ନିଜର ଭଲପାଇବାକୁ ଜାହିର କରିବାକୁ କୌଣସି ମଉକାକୁ ହାତ ଛଡା କରନ୍ତି ନାହିଁ । ଦୁହେଁ କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବିବାହ ପରେ ଦୁହିଁଙ୍କର ଏକ ଆଡ ଫିଲ୍ମ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହଁଙ୍କ କେମେଷ୍ଟ୍ରୀ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ଖବର ଅନୁସାରେ ଦୀପବୀର ଏକ ଏୟାର କଣ୍ଡିସନ ବ୍ୟାଣ୍ଡ ପାଇଁ ଏହି ଆଡ ସୁଟ କରାଇଛନ୍ତି । ଯେଉଁ ଥିରେ ଏହି କପଲ ନବ ବିବାହିତ ଦମ୍ପତ୍ତି ଭାବେ ନଜର ଆସିଛନ୍ତି ।

 

 

View this post on Instagram

 

SOOOO CUTE 😍😍 Deepika Padukone and Ranveer Singh in new Llyod Grande Air Conditioner TVC 😍😍 . اعلان ديبيكا بادكون ورانفير سينغ لـ Llyod 😍 . ترجمة … رانفير: حبيبتي، شكرا للرب اننا تزوحنا ديبيكا: لماذا؟ هل حر من مهام الحبيب؟ رانفير: نعم، الحبيب عليك الانتباه لكل شيء صغير ديبيكا: مثل؟ رانفير: مثل احضار هدية في موعد غرامي ديبيكا: متى احضرت؟ رانفير: مثل لبس ملابس عادية ديبيكا: ملابس عادية؟! رانفير: مثل، صباح الخير حبيبتي، تصبحين على خير حبيبتي، وصلت للبيت حبيبتي… ارسال هذا النوع من الرسائل. لكن لا داعي لفعل هذا بعد الان، لا مزيد من التوتر….. حبيبتي ديبيكا: تصبح على خير رانفير: حتى كحبيب اذا لم انتبه او انتبهت لأصغر الاشياء، هذا الزوج بطبع سيفعل ديبيكا: شكرا للرب اننا تزوجنا . . اووووووووووفر كيوووووووت 😭😍😍 حطوهم بفلم عصري 😩 . . #deepikapadukone #queenofbollywood #bollywood #deepveer #ranveersingh #فيديو_ديبيكا_بادكون

A post shared by FAN ACCOUNT (@deepikapadukone_arabfc) on

ଫିଲ୍ମ ବିଷୟରେ କହିବାକୁ ଗଲେ ଦୀପିକା ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏ ସିଜ ସରଭାଇବର ଲକ୍ଷ୍ମୀ ଅଗ୍ରବାଲଙ୍କ ଭୂମିକାରେ ନଜର ଆସିବେ । ସେହିପରି ରଣବୀର ସିଂ କପିଲ ଦେବଙ୍କ ବାୟୋପିକ ‘୮୩’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More