Only for Entertainment

ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ଗୋଡ଼କୁ ଜାବୁଡ଼ି ଧରିଲେ ରଣବୀର ସିଂ, ଫଟୋ ଭାଇରାଲ

aajtak
35

ରଣବୀର ସିଂଙ୍କ ତାଙ୍କ ଏନର୍ଜେଟିକ ଏବଂ ମସ୍ତୀଭରା ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା । ସେ ବଲିଉଡର ପ୍ରସିଦ୍ଧ ଆକ୍ଟର ମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ରୋଲ୍ସ ଏବଂ ଫ୍ୟାଶନ ସେନ୍ସର ଚର୍ଚ୍ଚା ସବୁଦିନ ହୋଇଥାଏ । ଏମିତି ତ ରଣବୀର ତାଙ୍କ ପ୍ରତ୍ୟେକ ଚରିତ୍ର ପାଇଁ ଜୀବନକୁ ପାଣି ଛଡ଼ାଇ ଦିଅନ୍ତି, କିନ୍ତୁ ତାଙ୍କ ସହିତ କାମ କରୁଥିବା ଲୋକଙ୍କ ସହିତ ଖୁବ ମସ୍ତୀ ମଧ୍ୟ କରନ୍ତି । ଯାହାର ଫଟୋ ଆପଣମାନେ ଦେଖିବାକୁ ପାଆନ୍ତି । ତେବେ ନିକଟରେ ସେହିଭଳି ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ କୋରିଓଗ୍ରାଫର ଶ୍ୟାମକ ଡାବରଙ୍କୁ ହଇରାଣ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

#ranveersingh with #shiamakdavar ????

A post shared by Viral Bhayani (@viralbhayani) on

ଏହି ନୂଆ ଫଟୋରେ ରଣବୀର ସିଂ କୋରିଓଗ୍ରାଫର ଶ୍ୟାମକଙ୍କ ଗୋଡ଼ ଧରିଥିବାର ନଜର ଆସିଛନ୍ତି ଏବଂ ଶ୍ୟାମକ ମଥା ଉପରେ ହାତ ଦେଇଥିବାର ନଜର ଆସିଛନ୍ତି । ଜଣାପଡ଼ୁଛି ଶ୍ୟାମକଙ୍କୁ ଯିବାରୁ ଅଟକାଉଛନ୍ତି ରଣବୀର । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More