Only for Entertainment

ଦବଙ୍ଗ ଏବଂ ସିଂଘମକୁ ପଛରେ ପକାଇବାକୁ ଆସୁଛନ୍ତି ରଣବୀର ସିଂ, ସିମ୍ବାର ନୂଆ ଲୁକ !

DNAindia
0 69

ରଣବୀର ସିଂ ସିମ୍ବା ସହ ବଲିଉଡ ପରଦାକୁ ଫେରୁଛନ୍ତି । ଫିଲ୍ମଟିକୁ ରୋହିତ ସେଟ୍ଟୀ ନିର୍ଦ୍ଦେଶନା ଦେଉଥିବା ବେଳେ ଏବେ ଫିଲ୍ମର ଫାଷ୍ଟ ଲୁକ ସାମନାକୁ ଆସିଛି ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଫିଲ୍ମର ଆଉ ଏକ ଲୁକ ସାମ୍ନାକୁ ଆସିଛି ।

ସିମ୍ବା ୨୮ଡିସେମ୍ବରରେ ପରଦାକୁ ଆସିବ । ଅର୍ଥାତ ଫିଲ୍ମ ସପ୍ତାହେ ପୂର୍ବରୁ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମକୁ ଟକ୍କର ଦେବାର ନଜର ଆସିବ । ସେହିଭଳି ରୋହିତ ସେଟ୍ଟୀଙ୍କୁ ତ ବଲିଉଡ ଜଗତର କିଙ୍ଗ କୁହାଯାଏ ।

ସିମ୍ବା ସିଂଘମ ଏବଂ ଦବଙ୍ଗର ଏକ ମିକ୍ସ ଫିଲ୍ମ ବୋଲି ଶୁଣିବାକୁ ମିଳିଛି ମାତ୍ର ରୋହିତ କହିଛନ୍ତି ଏଭଳି କିଛି ନୁହେଁ । ଫିଲ୍ମ ସାଉଥ ଫିଲ୍ମ ଟେମ୍ପର’ର ହିନ୍ଦୀ ରିମେକ ଅଟେ । ସେହିଭଳି ରଣବୀର ସିଂଙ୍କ ବିଷୟରେ କୁହାଯାଏ ତ ରୋହିତ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More