Dapper Look: ରଣବୀର ସିଂଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ହୋଇଯିବେ ଦିୱାନା, ଦେଖନ୍ତୁ !
ବଲିଉଡ ଅଭିନେତା ରଣବୀର ସିଂ କିଛି ଦିନ ହେବ ନିଜ ଫିଲ୍ମ ‘ଗଲିବୟ’ର ଡବିଂରେ ବ୍ୟସ୍ତ ଅଛନ୍ତି ।
ହଳଦିଆ ରଂଗର ଆଉଟଫିଟରେ ସେ ଖୁବ ହ୍ୟାଣ୍ଡସମ ନଜର ଆସୁଛନ୍ତି ।
ଏହି ପୋଷାକ ସେ ତାଙ୍କର ଖାସ ଫଟୋସୁଟ କରାଇଛନ୍ତି ।
ରଣବୀରଙ୍କ ଏହି ଖାସ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସେ ।
ଏଠାରେ ଆମେ କହି ରଖୁଛୁ ଯେ ରଣବୀର ସିଂଙ୍କ ଫିଲ୍ମ ଗଲିବୟ ଫେବୃୟାରୀ ୧୪ରେ ରିଲିଜ ହେବ ।
ଖବର ମୁତାବକ ରଣବୀର ନିଜ ଫିଲ୍ମର ପ୍ରମୋସନ ଖୁବ ମଜାଦାର ଉପାୟରେ କରିବେ ।