Only for Entertainment

ରଣବୀର କପୁରଙ୍କ ପସନ୍ଦ ଷ୍ଟ୍ରିଟ୍ ଫୁଡ୍ ।

bollywoodgaliara
0 109

ବି-ଟାଉନ ବର୍ଫି ବୟ ରଣବୀର କପୁରଙ୍କ ପସନ୍ଦ ମୁମ୍ବାଇର ଷ୍ଟ୍ରିଟ୍ ଫୁଡ୍ । ନିକଟରେ ଏହି ଅନସ୍କ୍ରିନ୍ ସୁପରଷ୍ଟାର୍ ଖାଇବାକୁ ନେଇ ନିଜ ଦୁର୍ବଳତା ବିଷୟରେ ଜଣାଇଛନ୍ତି । ପେପ୍ସି ଇଭେଂଟରେ ରଣବୀର ନିଜର ଏମିତି କିଛି ସିକ୍ରେଟ୍ ଫ୍ୟାନ୍ ମାନଙ୍କ ସହ ସେୟାର୍ କରିଛନ୍ତି ।

ରଣବୀର ଥଣ୍ଡା ପାନୀୟ ପେପ୍ସିର ବ୍ରାଣ୍ଡ ଆମ୍ବାସେଡର୍ ଭାବେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ପେପ୍ସିର ପ୍ରମୋସନାଲ୍ ଇଂଭେଟରେ ରଣବୀରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ରଣବୀର୍ ଏଭଳି କିଛି ନିଜ ସିକ୍ରେଟ୍ ପ୍ରଶଂସକଙ୍କ ସହ ସେୟାର୍ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More