Only for Entertainment

ରାଶନ କାର୍ଡ କୁକୁର ନେଉଥିଲା ରାଶନ, ଆଧାରକାର୍ଡ ପାଇଁ ହେଲା ଖୁଲାସା !

aajtak
0 31

ଆଧାର କାର୍ଡ ଅନିବାର୍ଯ୍ୟକୁ ନେଇ ପୁରା ଦେଶରେ ଏବେ ଚର୍ଚ୍ଚାର ଜୋର ଥିବା ବେଳେ ଆଧାରକାର୍ଡ ସହ ଜଡିତ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି ।

ଅସଲରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ପୋଷା କୁକୁର ନାଁ ରେ ଅନେକ ବର୍ଷ ହେବ ରାଶନ ନେଉଛନ୍ତି । ଯେତେବେଳେ ତାଙ୍କୁ ଆଧାରକାର୍ଡ ମଗା ଯାଇଥିଲା ଏହି ମାମଲାର ଖୁଲାସା ହେଲା । ରାସନ କାର୍ଡରେ ଥିବା ୩ଟି ଆଧାର ନମ୍ବର ମାଗିବାରୁ ବ୍ୟକ୍ତି ଜଣକ ୨ଟି ଆଧାର ନମ୍ବର ଦେଇଥିଲେ ମାତ୍ର ୩ୟଟି ଦେଇନଥିଲେ । ତାକୁ ଯେତେବେଳେ ପଚରାଗଲା ଯେ ଅନ୍ୟଟି କାହାର ସେ କହିଥିଲା ଯେ କୁକୁରର ।

ସେ କହିଲେ ଯେ ସେ ତାଙ୍କ ପୋଷା କୁକୁରକୁ ପୁଅ ମାନନ୍ତି ଏହି କାରଣରୁ ସେ ରାଶନ କାର୍ଡରେ ରାଜୁ ନାଁ’ରେ କୁକୁରର ଆଧାର ନମ୍ବର ଥିଲା । ଏହି ଘଟଣା ସାମ୍ନାକୁ ଆସିଲା ପରେ ବ୍ୟକ୍ତିଜଣକୁ ଖୋଜା ଚାଲିଛି । ସରକାରୀ ସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଛି । ଖାଦ୍ୟ ନିରକ୍ଷକ ଅନୁରାଗ ବର୍ମା କୁକୁରର ନାଁ ହଟାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More