Only for Entertainment

ରାବଣ ପୋଡ଼ିରେ ଦେଖିବାକୁ ମିଳିବ ନିଆରା ଅନ୍ଦାଜ, ପାକିସ୍ତାନକୁ ଚେତାବନୀ ଦେବେ ଲଙ୍କାପତି, ପିଓକେ ଖାଲି କର ନଚେତ…………

punjabkesari
31

ଦଶହରାରେ ରାବଣ ପୋଡ଼ିକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରସ୍ତୁତି ଚାଲିଛି । ଏହିଥର କିନ୍ତୁ ଏଭଳି ଏକ ରାବଣ ନିର୍ମାଣ କରାଯାଇଛି ଯାହା ପାକିସ୍ତାନକୁ କେବଳ ଚେତାବନୀ ଦେବ ତାହା ନୁହେଁ ବରଂ ପିଓକେ ଖାଲି କରିବା ପାଇଁ ମଧ୍ୟ କହିବ । ବାସ୍ତବରେ ମାନସରୋବର ଦଶହରା ମେଳାରେ ଏହିଥର ୮୫ ଫୁଟର କଥା କହୁଥିବା ରାବଣ ଜଳାଯିବ ।

ସମିତିର ଅଧ୍ୟକ୍ଷ ପୂର୍ବ ପାର୍ଷଦ କମଲେଶ ଗୋୟଲଙ୍କ କହିବା ଅନୁସାରେ ଏହିଥର ମେଳାରେ ପାକିସ୍ତାନ ହତାଶ ହେବାକୁ ଆଖି ସାମ୍ନାରେ ରଖି ଜଳାଇବା ସମୟରେ ରାବଣ କଥା କହିବ । ରାବଣ କହିବ, ପାକିସ୍ତାନ ହୋଶିୟାର,ଖବରଦାର, ଏବେ ପିଓକେ ଖାଲି କର’ । ତେବେ ସେ ଏହା ମଦ୍ୟ କହିଛନ୍ତିଯେ ମେଳାରେ ସବୁ ଦଳର ନେତା ସାମିଲ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More