Only for Entertainment

ଏୟାରପୋର୍ଟରେ ରବିନା ଟଣ୍ଡନଙ୍କ ଷ୍ଟାଇଲିସ ଏଂଟ୍ରି, ୪୪ବର୍ଷରେ ଝିଅ ସହିତ ଦେଲେ ଏଭଳି ପୋଜ ।

bollywood tadka
44

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ତାଙ୍କ ଷ୍ଟାଇଲିସ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାହା କାଜୁଆଲ ହେଉ ବା ଇଭେଂଟ ଲୁକ । ଇଂଷ୍ଟାଗ୍ରାମରେ ସୁବବେଳେ ତାଙ୍କର ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳୁଛି । ନିକଟରେ ଏୟାରେପୋର୍ଟରେ ସ୍ପଟ ହୋଇଛନ୍ତି ରବିନା । ଏହି ସମୟରେ ତାଙ୍କ ଷ୍ଟନିଙ୍ଗ ଲୁକ ନଜର ଆସିଛି । ଏହି ସମୟରେ ରବିନାଙ୍କ ସହିତ ତାଙ୍କ ଛୋଟ ଝିଅ ରାଶା ମଧ୍ୟ ନଜର ଆସିଛନ୍ତି ।

 

ରବିନାଙ୍କ ଝିଅ କ୍ୟାମେରା ଦେଖି ମୁହଁ ଲୁଚାଉଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More