Only for Entertainment

ଏକ୍ସ ୱାଇଫ ଜେନିଫରକୁ ଦେଖି କରଣ କଲେ ଏଭଳି ରିଆକ୍ଟ ।

india today
0 61

ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଏବଂ ଆକ୍ଟର କରଣ ସିଂ ଗ୍ରୋଭର ୨୦୧୪ରେ ଉଭୟ ବିବାହ ବନ୍ଧନରୁ ବିଛେଦ ହୋଇ ଯାଇଥିଲେ । ଡିଭୋର୍ସ ପରେ ଜେନିଫର ସିଙ୍ଗଲ ଅଛନ୍ତି ଏବଂ କରଣ ବିପାଶାଙ୍କୁ ବିବାହ କରି ସାରିଛନ୍ତି । ଜେନିଫର ବେହଦ ପରେ ଏବେ ବେପନହାରେ ନଜର ଆସୁଛନ୍ତି । ଆପଣଙ୍କ କହିରଖୁଯୁଯେ କରଣ ବେପନହା ସିରିଅଲ ଦେଖିବା ପରେ ଜେନିଫରଙ୍କ ସୌନ୍ଦର୍ଯ୍ୟତାର ପାଗଳ ହୋଇ ଯାଇଛନ୍ତି ।

ଏକ ଏଂଟରଟେନମେଂଟ ପୋର୍ଟାଲର କହିବା ଅନୁସାରେ କରଣ ବେପନହାରେ ଜେନିଫରଙ୍କୁ ଦେଖି ନଜର ହଟାଇଲେ ନାହିଁ । ଜେନିଫରଙ୍କୁ ଦେଖି ହଠାତ କରଣ କହିଲେ ସେ ବହୁତ ସୁନ୍ଦର ।

କରଣ ଏବଂ ଜେନିଫର ୨୦୧୨ରେ ବିବାହ କରିଥିଲେ । ଜେନିଫରଙ୍କ ପୂର୍ବରୁ କରଣ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । ୨୦୦୯ରେ ତାଙ୍କର ଡିଭୋର୍ସ ହୋଇଥିଲା । ୨୦୧୬ରେ କରଣ ବିପାଶାଙ୍କୁ ବିବାହ କରିଛନ୍ତି ଏବଂ ଦୁଇଜଣଙ୍କ ସଂପର୍କ ଖୁବ ଭଲ ଚାଲିଛି ।

କରଣ ଏବଂ ଜେନିଫର ‘ଦିଲ ମିଲ ଗୟେ’ରେ ଏକା ସାଙ୍ଗରେ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More