Only for Entertainment

‘ଧଡ଼କ’ ଟ୍ରେଲରରେ ଲୋକଙ୍କ ରିଆକ୍ସନ ଦେଖି ଖୁସିରେ ଝୁମି ଉଠିଲେ ଈଶାନ ଓ ଜାହ୍ନବୀ । ଭିଡ଼ିଓ ଭଇରାଲ ।

bollywood tadka
0 38

ଈଶାନ ଓ ଜାହ୍ନବୀଙ୍କ ଅୱେଟିଙ୍ଗ ଫିଲ୍ମ ‘ଧଡ଼କ’ର ଟ୍ରେଲର ରିଲିଜ ହୋଇସାରିଛି । ନିକଟରେ ଏକ ଗ୍ରାଣ୍ଡ ଇଭେଂଟରେ କରଣ ଜୋହର ଏହାର ଟ୍ରେଲର ରିଲିଜ କରିଛନ୍ତି । ଏହି କାରଣରୁ ଜାହ୍ନବୀ ଏବଂ ଈଶାନଙ୍କ ବ୍ୟତୀତ କପୁର ପରିବାରର କେତେକ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

 

20 MILLION HEARTBEATS!!!! #DHADAK @janhvikapoor @ishaan95

A post shared by Karan Johar (@karanjohar) on


ଲଂଚ କାରଣରୁ ଈଶାନ ସାମାନ୍ୟ ଆଶ୍ୱସ୍ତୀ ଅନୁଭବ କରିଥିଲେ କିନ୍ତୁ ଜାହ୍ନବୀ ନର୍ଭସ ନଜର ଆସିଥିଲେ । ଟ୍ରେଲର କଥା ଆଲୋଚନା କଲେ ଜାଣିପାରିବେଯେ ୨୪ ଘଂଟା ମଧ୍ୟରେ ୟୁଟ୍ୟୁବରେ ୨୦ ମିଲିୟନ ଲୋକ ଏହାକୁ ଦେଖି ସାରିଛନ୍ତି ।
ନିକଟରେ କରଣ ଜୋହର ଖୁସି ହୋଇ ଜାହ୍ନବୀ ଏବଂ ଈଶାନଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଜାହ୍ନବୀ ଏବଂ ଈଶାନ ସାରା ଦିନ ଫିଲ୍ମର ଟ୍ରେଲରକୁ ନେଇ ଆସୁଥିବ ରିଆକ୍ସନ ଦେଖୁଥିଲେ । ଲୋକଙ୍କ ଭଲପାଇବା ଦେଖିବା ପରେ ଦୁଇଜଣ ଶାନ୍ତିରେ ଶୋଇ ପାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More