Only for Entertainment

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ସଂଜୁ ।

aajtak
0 41

ସଂଜୁରେ ରଣବୀରଙ୍କ ସହିତ କ୍ୟାମିଓ ଲୁକରେ ସଂଜୟ ଦତ୍ତ,ଫୁଟେଜ ଲିକ ।
ସଂଜୁର ଅପେକ୍ଷା ଶେଷ ହୋଇଛି । ଆଜି ରିଲିଜ ହୋଇଛଇ ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ସଂଜୁ । ସଂଜୁର କିଛଇ ଭିଡ଼ିଓ ଫଟୋ ଇଂଟରନେଟରେ ଲିକ ହୋଇଛି । ଯେଉଁଥିରେ ରିଅଲ ଏବଂ ରିଲ ସଂଜୁ ଏକା ସାଙ୍ଗରେ ନଜର ଆସିଛନ୍ତି । କୁହାଯାଉଛି ଏହି ଫୁଟେଜ ଫିଳ୍ମର ଏକ ଗୀତର ।

ଏହା ସେହି ଲୋକଙ୍କ ପାଇଁ ଏକ ଖୁସି ଖବର ଯେଉଁକାନେ ଚାହୁଁଥିଲେଯେ ସଂଜୟ ନିଜେ ଫିଲ୍ମରେ ଇନଭଲଭ ହୁଅନ୍ତୁ । ସଂଜୟଙ୍କ ବନ୍ଧୁ ସଲମାନ ମଧ୍ୟ ଏହା ଚାହୁଁଥିଲେ ।

ହିରାନୀ ମଧ୍ୟ କିଛି ସମୟ ପାଇଁ ଭାବିଥିଲେଯେ ବୃଦ୍ଧ ବୟସ୍କରେ ସଂଜୟଙ୍କୁ ନେବେ ବୋଲି କିନ୍ତୁ ପରେ ଭାବିଲେ ଏହା ଠିକ ହେବ ନାହିଁ । କାରଣ ଲୋକଙ୍କ ମନରେ ଏହା ଭିନ୍ନ ଭାବନା ସୃଷ୍ଟି କରିପାରେ । କାରଣ ହଠାତ ଚରିତ୍ର ବଦଳିବା ଦ୍ୱାରା ଫିଲ୍ମ ଉପରେ ପ୍ରଭାବ ପଡ଼ିପାରେ । ଦର୍ଶକଙ୍କର ଧ୍ୟାନ ଫିଲ୍ମରୁ ହଟିପାରେ ।

ଫିଲ୍ମରେ ସଂଜୟଙ୍କ ବ୍ୟତୀତ ପରେଶ ରାୱଲ,ମନୀଷା କୋଇରାଲା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More