Only for Entertainment

ପ୍ରସ୍ତୁତ କରନ୍ତୁ ସୁଆଦିଆ ଫ୍ରାଏଡ ଚିଜ୍ କ୍ୟୁବ୍ସ

57

ଆବଶ୍ୟକୀୟ ସାମଗ୍ରୀ- ମଇଦା, ଲୁଣ,ଶୁଖିଲା ପୋଦିନା ପତ୍ର,ଲାଲ ଲଙ୍କା ଗୁଣ୍ଡ, ପନିର, ବ୍ରେଡକ୍ରମ୍ବ ଓ କର୍ଣ୍ଣଫ୍ଲୋର

ପ୍ରଥମେ ଏକ ପାତ୍ରରେ ମଇଦା,ଲୁଣ, ଶୁଖିଲା ପୋଦିନା,ଲାଲ ଲଙ୍କା ପକାଇ ମିଶାନ୍ତୁ । ଏବେ ଆଉ ଏକ ପାତ୍ରରେ ବ୍ରେଡକ୍ରମ୍ବ ନିଅନ୍ତୁ । ଏହା ପରେ ଅନ୍ୟ ଏକ ଛୋଟ ପାତ୍ରରେ ଦୁଇ ଚାମଚ କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ରଖନ୍ତୁ । ବର୍ତ୍ତମାନ ପନିରକୁ ରଖିଥିବା କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାନ୍ତୁ ଏବଂ ଏହାପରେ ରଖିଥିବା ମଇଦା ମିଶ୍ରଣରେ ବୁଡ଼ାନ୍ତୁ ଓ ଶେଷରେ ବ୍ରେଡକ୍ରମ୍ବରେ ବୁଡ଼ାଇ ଛାଣନ୍ତୁ । ଏହାକୁ ମୋମୋ ଚଟଣୀ ବା ପୋଦିନା ଚଟଣୀ ସହିତ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More