Only for Entertainment

ଏହି ୫ ଜଣ ସେଲିବ୍ରେଟୀଙ୍କ ସହିତ ଥିଲା ମୋଦିଙ୍କର ସଂପର୍କ ।

amarujala
0 53

୧୧,୪୦୦ କୋଟିର ପିଏନବି ଘୋଟାଲାର ଅଭିଯୁକ୍ତ ୪୮ ବର୍ଷୀୟ ନୀରବ ମୋଦିଙ୍କ ଅଳଙ୍କାର ବ୍ରାଣ୍ଡ ସାରା ଦୁନିଆରେ ପ୍ରସିଦ୍ଧ । ବିଦେଶର କେତେକ ପ୍ରସିଦ୍ଧ ବ୍ୟକ୍ତି ଏହାର ପ୍ରମୋଶନ କରିଛନ୍ତି । କେବଳ ବିଦେଶରେ ନୁହେଁ ନୀରବ ମୋଦିଙ୍କର ବଲିଉଡ ସହିତ ମଧ୍ୟ ନିବିଡ଼ ସଂପର୍କ ରହିଛି । ପ୍ରିୟଙ୍କା ଚୋପ୍ରା,ଲିଜା ହେଡ଼େନ,ଜ୍ୟାକଲନି ଫର୍ଣ୍ଣାଡିଜ ଓ ସୋନମ କପୁର ମଧ୍ୟ ତାଙ୍କ ବ୍ରାଣ୍ଡର ପ୍ରମୋଶନ କରି ସାରିଛନ୍ତି ।

 

ପ୍ରିୟଙ୍କା ଚୋପ୍ରା ଗତ ବର୍ଷ ସେହି ଅଳଙ୍କାରର ବ୍ରାଣ୍ଡ ଆମ୍ବାସେଡର ଥିଲେ ଓ ସେ ତାହାର ପ୍ରମୋଶନ କରଛନ୍ତି । ତେବେ ଇଂଷ୍ଟାଗ୍ରାମରେ ବ୍ରାଣ୍ଡର ପ୍ରକଳ୍ପ ସହିତ ତାଙ୍କର ଫଟୋ ଦେଖାଯାଇପାରେ ।

ସୁପର ମଡେଲ ଅଭିନେତ୍ରୀ ଲିଜା ହେଡେନ କେତେକ ଥର ତାହାର ପ୍ରମୋଶନ କରିଛନ୍ତି । ଏହା ସହିତ କେତେକ ପ୍ରିଂଟ ବିଜ୍ଞାପନରେ ମଧ୍ୟ ସେ ନଜର ଆସିଥିଲେ । ସେ ବିଦେଶରେ ନୀରବ ବ୍ରାଣ୍ଡର ଜଣାଶୁଣା ଚେହେରା । ନ୍ୟୁୟର୍କରେ ଏହାକୁ ଲଂଚ କରିଥିଲେ ।

ଫ୍ୟାଶନ ଆଇକନ ସୋନମ କପୁର ମଧ୍ୟ କେତେକ ଥର ଏହାର ପ୍ରମୋଶନ କରିଛନ୍ତି ।

 

 

୪୮ ବର୍ଷୀୟ ମୋଦି ଡାଇମଣ୍ଡର ବ୍ରୋକର ଭାବେ ଜଣାଶୁଣା । ତେବେ ପ୍ରମୋଶନରେ ନମ୍ରତା କୌର ମଧ୍ୟ ସାମିଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More