Only for Entertainment

ରିଲିଜ ହେଲା କାଲା ଫିଲ୍ମର ଟ୍ରେଲର ।

DNA India
0 48

ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଙ୍ଗ ଫିଲ୍ମ “କାଲା”ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷା ରେ ରିଲିଜ କରାଯାଇଛି। ଏହା ପୂର୍ବରୁ ଫିଲ୍ମର ଟିଜର ହିନ୍ଦୀ ରେ ରିଲିଜ କରାଯାଇଥିଲା, ଯାହା ଦର୍ଶକଙ୍କ ମନ କିଣି ନେଇଥିଲା । ଦେଖନ୍ତୁ ଟ୍ରେଲର-

ଫିଲ୍ମରେ ସୁପରଷ୍ଟାର ରଜନୀ ଚିର ପରିଚିତ ଅନ୍ଦାଜ ରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଖୁବ ଭଲ ହୋଇଛି ଯାହା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ । ଏହି ଫିଲ୍ମ ପରଦାକୁ ୭ଜୁନ ରେ ଆସିବ । ଫିଲ୍ମ ରେ ନାନା ପାଟେକର ରଜନୀକାନ୍ତ ବିପକ୍ଷରେ ନଜର ଆସିବେ । ଫିଲ୍ମ ରେ ହୁମ୍ମା ଖୁରେସିଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ ନାନା ପାଟେକର ରାଜନେତା ଭୂମିକା ରେ ନଜର ଆସିଛନ୍ତି ମାତ୍ର ରଜନୀକାନ୍ତ ଗରିବ ମାନଙ୍କର ଭଗବାନ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More