Only for Entertainment

ଆଗାମୀ ରୋମାଂଟିକ୍ – କମେଡି ଫିଲ୍ମ ଫୋର୍ ଇଡିଅଟ୍ସର ଏକ ଆଇଟମ୍ ସଙ୍ଗ ‘ୟୋଗା କୁଇନ୍’ ମୁକ୍ତିଲାଭ କରିଛି ।

0 63

ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରିଲିଜ୍ ହୋଇଛି ଆଗାମି ରୋମାଂଟିକ୍ କମେଡି ଫିଲ୍ମ ଫୋର୍ ଇଡିଅଟ୍ସର ଏକ ଆଇଟମ ନମ୍ବର । ୪ ଜଣ ଇଡିଅଟସଙ୍କ ବଦମାସିକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି ।
ଗୀତରେ ସବ୍ୟସାଚୀ, କୁନା ତ୍ରିପାଠୀଙ୍କ ସମେତ ଅଭିନେତା ପପୁ ପମ୍ ପମଙ୍କୁ ଦେଖିବାକୁ ମିଳିଛି ।

ସିନେମାରେ ପପୁ ପମ ପମଙ୍କ ଅଭିନୟ ସ୍ଥାନ ପାଇଥିବାବେଳେ ଶରୀର ଅସୁସ୍ଥ ହେବା କାରଣରୁ ଅଧାରୁ ଫିଲ୍ମ ଛାଡିଥିଲେ ପପୁ । ମାତ୍ର ଏହି ‘ୟୋଗା କୁଇନ’ ଗୀତରେ ପପୁ ପମ୍ ପମଙ୍କୁ ଦେଖିବାକୁ ମିଳିଛି । ଏହି ଗୀତରେ ଆଇଟମ ଗର୍ଲ ଭାବେ ନଜର ଆସିଛନ୍ତି ସ୍ୱେତା ପରମାର । ଏହି ଆଇଟମ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପାମେଲା ଜୈନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More