Only for Entertainment

ନାସ୍ତିକ ନାଁ ଆସ୍ତିକ, ଜାଣନ୍ତୁ କାହାର ଜୀବନ ପ୍ରଥମେ ରକ୍ଷା କରନ୍ତି ଭଗବାନ ।

Russia news today
0 97

ନାସ୍ତିକ ଲୋକଙ୍କ ଠାରୁ ଧାର୍ମିକ ପ୍ରବୃତ୍ତିର ଲୋକେ ଚାରି ବର୍ଷ ଅଧିକ ବଂଚନ୍ତି ବୋଲି ଆମେରିକାରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି । ଆମେରିକାରେ ମୃତ ବ୍ୟକ୍ତିଙ୍କ ଲିଙ୍ଗ ଏବଂ ବୈବାହିକ ସ୍ଥିତିକୁ ଧ୍ୟାନରେ ରଖି ୧ହଜାରରୁ ଅଧିକ ଲୋକଙ୍କ ବିଶ୍ଳେଶଣରେ ଏହି ବିଷୟ ସାମ୍ନାକୁ ଆସିଛି । ଆମେରିକାର ଓହିୟୋ ସହର ୟୁନିଭର୍ସିଟି ଡାକ୍ତରୀ ଛାତ୍ରୀ ଲୌରା ବାଲେସ କହିଛନ୍ତି ଯେ ଧାର୍ମିକ ଜଡିତ ଲିଙ୍ଗ ଦ୍ୱାରା ଦିର୍ଘାୟୁର ସିଧା ସମ୍ପର୍କ ରହିଛି ।

ଧାର୍ମିକ ପ୍ରବୃତ୍ତିରେ ଜୀବନକାଳରେ କିଛି ବର୍ଷର ଅନ୍ତର ରହିଥାଏ । ସୋଶିଆଲ ସାଇକୋଲୋଜିକାଲ ଆଣ୍ଡ ପର୍ସନାଲିଟି ସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରୁ ଜଣା ପଡିଛି ଯେ ଧାର୍ମିକ ପ୍ରବୃ୍ତ୍ତିର ଲୋକେ ଦୀର୍ଘାୟୁ ହେବାର କାରଣ ସେମାନେ ସାମାଜିକ ସଂଗଠନ ଏବଂ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More