Only for Entertainment

ଭାରତର ଏହି ସ୍ଥାନରେ ୧୨ ବର୍ଷର ପୁଅଙ୍କୁ ଭଡ଼ାରେ ନିଅନ୍ତି ମହିଳା ।

aajtak
835

ଶୁଣିବାକୁ ଯଦିଓ ଆପଣଙ୍କୁ ଅଜବ ଲାଗିବ ତଥାପି କଥାଟି ସତ୍ୟ । ଆଜ୍ଞା ହଁ ଏବେ ବଏଫ୍ରେଣ୍ଡ ଭଡ଼ାରେ ଯାଉଛନ୍ତି । ରେଂଟ ଏ ବଏଫ୍ରେଣ୍ଡ ନାମକ ଏକ ଆପ ଲଂଚ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆପ ମାଧ୍ୟମରେ ଡିପ୍ରେଶନ ଦୂର କରିବା କଥା କୁହାଯାଇଛି । ଏହି ଆପ ୨୯ ବର୍ଷୀୟ କୌଶଲ ପ୍ରକାଶଙ୍କର । ତାଙ୍କ କହିବା ଅନୁସାରେ ଡିପ୍ରେସନ ଦୂର କରିବା ପାଇଁ ସେ ଏହି ଆପ କରିଛନ୍ତି । ସେ ଏହା ମଧ୍ୟ କୁହନ୍ତି ଭାରତରେ ଯଦି ସମସ୍ତଙ୍କୁ ବଏଫ୍ରେଣ୍ଡ ଯୋଗାଇ ଦିଆଯିବ ତେବେ ଡିପ୍ରେସନ ଦୂର ହୋଇପାରିବ ।

ଏହା ଦ୍ୱାରା କୌଣସି ଶାରୀରିକ ସଂପର୍କ ରଖା ଯାଇନଥାଏ । କେବଳ ଡିପ୍ରେସନ ଦୂର କରିବା ପାଇଁ ଏହା ଏକ ମାଧ୍ୟମ ।ବର୍ତ୍ତମାନ ଏହି ସର୍ଭିସ ମୁମ୍ବାଇ ଏବଂ ପୁନେରେ ଦିଆଯାଉଛି ।କମ ସମୟ ମଧ୍ୟରେ ଏହା ଖୁବ ଲୋକପ୍ରିୟତା ହାସଲ କରିଥିବା କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More