Only for Entertainment

ରିଲିଜ ହେଲା ୧୦୨ ନଟ ଆଉଟର ପ୍ରଥମ ଗୀତ ।

youtube
0 38

ଅମିତାଭ ବଚ୍ଚନ ଏବଂ ଋଷି କପୁର ୨୭ବର୍ଷ ପରେ କରିବା ପାଇଁ ଯାଉଛନ୍ତି ଏକା ସାଙ୍ଗେ ଫିଲ୍ମ ‘୧୦୨ ନଟ ଆଉଟ’ । ଏହି ଫିଲ୍ମରେ ଦୁହିଁଙ୍କୁ ବାପା-ପୁଅ ଭୂମିକାରେ ଦେଖିବାକୁ ମିଳିବ । ଏହାମଧ୍ୟରେ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଯାଇଛି । ଗୀତର ନା ରହିଛି ‘ବଚ୍ଚେ କି ଜାନ ଲୋଗେ କ୍ୟା’ । ଏହି ମଜାଦାର ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More