Only for Entertainment

ଉର୍ବଶୀ ରୌତେଲାଙ୍କୁ ଭାରତୀୟ କ୍ରିକେଟର ଋଷଭ ପନ୍ତ ହ୍ୱାଟ୍ସଅପରୁ କଲେ ବ୍ଲକ ?

146

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମରୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେହିଭଳି ଏଠାରେ ଫ୍ୟାନ୍ସଙ୍କ ସହ ନିଜ ମଜାଦାର ଫଟୋ ଏବଂ ଭିଡିଓ ଶେୟାର କରନ୍ତି ।

 ଏହାମଧ୍ୟରେ ଖବର ଶୁଣିବାକୁ ମିଳିଛି ଯେ ଉର୍ବଶୀଙ୍କୁ ଭାରତୀୟ କ୍ରିକେଟର ଋଷଭ ପନ୍ତ ମେସେଜିଂ ଆପ ‘ହ୍ୱାଟ୍ସଅପ’ରୁ ବ୍ଲକ କରିଛନ୍ତି । ଏକ ମିଡିଆ ରିପୋର୍ଟ ମୁତାବକ, ଏହି ବିଷୟରେ ପଚାରିବା ପାଇଁ ଯେତେବେଳେ ଉର୍ବଶୀଙ୍କୁ ଯୋଗାଯୋଗ କରାଯାଇଥିଲା, ତାଙ୍କର ସ୍ପୋକ୍ସ ପର୍ସନ କହିଛନ୍ତି ଯେ ଏହା ଦୁଇ ଜଣଙ୍କ ନିଷ୍ପତ୍ତି ଏବଂ ସହମତିରେ ହୋଇଛି ।

ଏଠାରେ ଶୁଣିବାକୁ ମିଳିଛି ଯେ ଉର୍ବଶୀ ଲଗାତାର ପନ୍ତଙ୍କ ସହ କଥା ହେବାକୁ ପ୍ରୟାସ କରୁଥିଲେ । ଏହିକାରଣରୁ କ୍ରିକେଟର ତାଙ୍କୁ ବ୍ଲକ କରିଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ପୂର୍ବରୁ ୨୦୧୮ରେ ଉର୍ବଶୀଙ୍କ ନାଁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟ ଯୋଡା ଯାଇଥିଲା ଏବଂ ଦୁହେଁ ପ୍ରଥମଥର ଗୌତମ ସିଂଘାନିଆଙ୍କ ପାର୍ଟିରେ ଭେଟ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More