Only for Entertainment

ପୁଣିଥରେ ବିବାହ କରିପାରନ୍ତି ଋତିକ ସୁଜୈନ ।

DNA India
0 64

ଋତିକ ରୋଶନ ଏବଂ ସୁଗୈନଙ୍କର ୨୦୧୪ରେ ଡିଭୋର୍ସ ହୋଇଥିଲା । ଛାଡ଼ପତ୍ର ପରେ ମଧ୍ୟ ଦୁଇଜଣଙ୍କୁ ଅଧିକାଂଶ ସମୟରେ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା । ଦୁଇଜଣ ନିଷ୍ପତ୍ତି ନେଇଥିଲେଯେ ନିଜର ଭାଙ୍ଗି ଯାଇଥିବା ସଂପର୍କର ପ୍ରଭାବ ପିଲାଙ୍କ ଉପରେ କେବେ ମଧ୍ୟ ପକାଇବେ ନାହିଁ ।

ଦୁଇଜଣ ପିଲାଙ୍କ ସହିତ କେବେ କେବେ ମୁଭି ଡେଟ,ଭ୍ୟାକେସନ ଏବଂ ଡିନର ଡେଟରେ ଯାଆନ୍ତି । ଏବେ ଦୁଇଜଣଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ପିଲାଙ୍କ ପାଇଁ ଦୁଇଜଣ ଦ୍ୱିତୀୟ ଥର ବିବାହ କରିପାରନ୍ତି । ଏହା ପୂର୍ବରୁ ମଧ୍ୟ ଦୁଇଜଣଙ୍କୁ ନେଇ ଏହି ଖବର ଆସିଥିଲା,କିନ୍ତୁ ସେମାନଙ୍କୁ ପକ୍ଷରୁ ସେଭଳି କିଛଇ ପ୍ରତିକ୍ର୍ରି୍ର୍ରୟା ଦେଖିବାକୁ ମିଳିନଥିଲା ।

କହିରଖୁଛୁଯେ ଋତିକ ଏବେ ଫିଲ୍ମ ‘ସୁପର ୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂରୁ ସମୟ ବହାର କରି ସେ ତାଙ୍କ ପିଲା ଏବଂ ସୁଜୈନଙ୍କ ସହିତ ସମୟ ବିତାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More