Only for Entertainment

ଚାଉଳ ବୁନ୍ଦି ଖିରି ପ୍ରସ୍ତୁତି ପ୍ରଣାଳୀ

lahoregrillnj
0 56

ସାମଗ୍ରୀ :

ଚାଉଳ ୧୦୦ ଗ୍ରାମ, କାଜୁ କିସମିସ -୫୦ ଗ୍ରାମ, କ୍ଷୀର-୫୦୦ ମି. ଲି. , ଗୁଜୁରାତି – ୩ ଟି, ଚିନି -୧୦୦ ଗ୍ରାମ , ତେଜ ପାତ୍ର -୨/୩ ଟି, ଲୁଣ ସ୍ଵାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳକୁ ଚିକ୍କଣ କରି ଭଲ ଭାବେ ବାଟି ରଖନ୍ତୁ । ଏଥିରେ ଲୁଣ ପକାଇ ଭଲ କରି ଗୋଳାଇ ଏହାକୁ ବୁନ୍ଦି ଛଣା ଜାଲି ଚଟୁରେ ବୁନ୍ଦି ଛାଣି ରଖନ୍ତୁ । ଏବେ ଚିନି, କ୍ଷୀର, ଭଜା କାଜୁ ଓ କିସମିସ ଏବଂ ତେଜପତ୍ର ଫୁଟାଇ ଦିଅନ୍ତୁ । ଏଥିରେ ଚାଉଳ ଛଣା ବୁନ୍ଦି ପକାଇ ଫୁଟାନ୍ତୁ । ଶେଷରେ ଗୁଜୁରାତି ପକାନ୍ତୁ । ଥଣ୍ଡା ବା ଉଷୁମ ଉଷୁମ ଖାଇବାକୁ ଦେଇ ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More