Only for Entertainment

ଗର୍ଲଫ୍ରେଣ୍ଡ ରିଚ୍ଚା ଚଡ୍ଢାଙ୍କୁ ନେଇ ପୋଜେସିଭ୍ ହେଲେ ଅଭିନେତା ଅଲ୍ଲି ଫଜଲ୍ ,ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ !

48

ଗର୍ଲଫ୍ରେଣ୍ଡ ରିଚ୍ଚା ଚଡ୍ଢାଙ୍କୁ ନେଇ ପୋଜେସିଭ୍ ହେଲେ ଅଭିନେତା ଅଲ୍ଲି ଫଜଲ୍ । ନିକଟରେ ଚଳଚ୍ଚିତ୍ର ଉରି ର ସ୍ପେଶାଲ୍ ସ୍କ୍ରିନିଂରେ ବିକି କୌଶଲ୍ଙ୍କୁ ଦେଖି ତାଙ୍କୁ ଆଲିଙ୍ଗନ କରିବା ପାଇଁ ଆଗେଇ ଆସିଥିଲେ ରିଚ୍ଚା । ଆଉ ବେଶ କିଛି ସମୟ ଧରି ବିକିଙ୍କୁ ଆଲିଙ୍ଗନ କରି ରଖିଥିଲେ । ବିକିଙ୍କ ସହ ରିଚ୍ଚାଙ୍କୁ ଏତେ କ୍ଲୋଜ୍ ଭାବେ ଦେଖି ରାଗି ଜାଇଥିଲେ ରିଚ୍ଚା ଚଡ୍ଢାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ଅଲ୍ଲି ଫଜଲ୍ । ଅଲ୍ଲିଙ୍କ ଚେହେରାରେ ରାଗ ସ୍ପଷ୍ଟ ଜଣା ପଡୁଥିଲା । ହେଲେ ମିଡିଆ ଆଗରେ ନିଜକୁ ଆୟତ କରି ନେଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More