Only for Entertainment

‘ସଂଜୁ’ଫିଲ୍ମର ଟିଜର ଦେଖି ପୁଅକୁ ଚିହ୍ନିବାକୁ ଅସ୍ୱୀକାର କଲେ ରିଶି କପୁର !

Koimoi
0 55

ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ସଂଜୁ’ର ଟିଜର ଅନେକଙ୍କୁ ପସନ୍ଦ ଆସିଥିଲା । କୋଟି କୋଟ ଦର୍ଶକଙ୍କ ବ୍ୟତୀତ ବଲିଉଡ ସେଲିବ୍ରିଟି ମଧ୍ୟ ଟିଜର ଦେଖି ଖୁବ ପ୍ରଶଂସା କରିଥିଲେ । ସଂଜୁ’ର ନିର୍ମାତା ବିଧୁ ବିନୋଦ ଚୋପ୍ରା ଏବଂ ରାଜ କୁମାର ହୀରାନୀ ଏହି ଟିଜର ପ୍ରସିଦ୍ଧ ଅଭିନେତା ରିଶି କପୁରଙ୍କୁ ଦେଖାଇଥିଲେ ।

ଏମିତି ବି ଅନେକ ସମୟରେ ଅଭିନେତା ରିଶି ସବୁବେଳେ ତାଙ୍କ ପୁଅ ରଣବୀରଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା କରନ୍ତି, କିନ୍ତୁ ଏହି ଫିଲ୍ମର ଟିଜର ଦେଖିଲା ପରେ ତାଙ୍କର ଖୁସି କହିଲେ ନସରେ । ଏହି ଭିଡିଓ ଆଇପିଏଲ ୨୦୧୮ ଫାଇନାଲରେ ସାମ୍ନାକୁ ଆସିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅଭିନେତା ରିଶି କପୁର ଏବଂ ଅଭିନେତ୍ରୀ ନିତୁ ଦୁହେଁ ବସି ସଂଜୁର ଟିଜର ଦେଖୁଛନ୍ତି । ଭିଡିଓ ଦେଖିବା ପରେ ସେ ଇମୋସନାଲ ହୋଇ ପୁଅ ରଣବୀରଙ୍କର ପ୍ରଶଂସା କରିଛନ୍ତି । ସେ ଭାବୁକ ହୋଇ ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More