Only for Entertainment

ଅଜୟ ଦେବଗନ ସୋସିଆଲ ମିଡିଆରେ ଉଡ଼ାଇଥିଲେ ରିତେଶ ଦେଶମୁଖଙ୍କ ମଜାକ,ଏବେ ମିଳିଲା ଉତ୍ତର ।

bollywood tadka
29

ବଲିଉଡ ଆକ୍ଟର ଅଜୟ ଦେବଗନ ତାଙ୍କ ଅପକମିଂ ଫିଲ୍ମ ଟୋଟାଲ ଧମାଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ସେ ତାଙ୍କ ଟିମ ସହିତ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଦୁଇ ଦିନ ପୂର୍ବରୁ ଅଜୟ ଫିଲ୍ମ ସେଟରେ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ । ଯାହା ପଛରେ ରିତେଶ ଦେଶମୁଖ ଛିଡ଼ା ହୋଇଥିଲେ । ଏହି ଫଟୋ ଦେଖି ଜଚ୍ଚାପଡ଼ୁଛିଯେ ରିତେଶ ଜାଣିନଥିଲେଯେ ଏହି ଫଟୋ କ୍ଲିକ କରାଯାଉଥିଲା ।

ଫଟୋ ଶେୟାର କରି ଅଜୟ ଦେବଗନ ଲେଖିଥିଲେଯେ ପଛରେ ଏହି ଦାଢୀ ବାଲା ବାବା କିଏ? ଏବେ ଅଜୟଙ୍କ ଟ୍ୱିଟକୁ ରିଟ୍ୱିଟ କରି ରିତେଶ ଲେଖିଛନ୍ତିଯେ ବାବା କୋ ବସ ଦୁଆ ମେ ୟାଦ ରଖନା ।

କହିରଖୁଛୁଯେ ରିତେଶ ଅଜୟଙ୍କ ଟୋଟାଲ ଧମାଲରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More