Only for Entertainment

ସୀମାରେ ଯୁଦ୍ଧ କରିବ ରୋବର୍ଟ ।

punjab kesari
0 55

ବୈଜ୍ଞାନିକ ମାନେ ଯେ ବିଜୟର ଶେଷ ସୀମାକୁ ଛୁଇଁ ସାରିଲେଣି କହିଲେ ଭୁଲ ହେବ ନାହିଁ । ଯେତେବେଳେ ସୀମାରେ ମଣିଷ ସହିତ ରୋବର୍ଟ ମଧ୍ୟ ଶତ୍ରୁ ମାନଙ୍କ ଠାରୁ ପ୍ରତିଶୋଧ ନେବେ । ଏହାର ଅର୍ଥ ହେଉଛି ଭବିଷ୍ୟତରେ ମଣିଷ ସହିତ ସୀମାରେ ରୋବର୍ଟ ମାନେ ମଧ୍ୟ ଯୁଦ୍ଧ କରିବେ ।

ସମଗ୍ର ଦୁନିଆର ବୈଜ୍ଞାନିକ ମାନେ ଏବେ କୃତ୍ରିମ କୌଶଳ ଉପରେ କାମ କରୁଛନ୍ତି । ଏହା ଦ୍ୱାରା ଆଧୁନିକ ରୋବର୍ଟ,କମ୍ପ୍ୟୁଟର ପ୍ରୋଗ୍ରାମ ଓ ମୋବାଇଲକୁ ବିକଶିତ କରାଯାଉଛି । ଏହି ମଧ୍ୟରୁ କିଛି କିଛି ମାନବ ଜୀବନର ଅଂଶ ହୋଇସାରିଛନ୍ତି ତ ଆଉ କିଛି ଭବିଷ୍ୟତରେ ମଣିଷ ଜୀବନକୁ ସହଜ କରିବା ପାଇଁ କାର୍ଯ୍ୟରେ ଆସିବେ । ସେଥିପାଇଁ ଏଆଇ କୌଶଳ ବିକଶିତ କରାଯାଉଛି ଯେଉଁଥିରେ ରୋବର୍ଟ ଏବଂ କମ୍ପ୍ୟୁଟର ମାନବ ପ୍ରୋଗ୍ରାମ ପ୍ରଶିକ୍ଷଣରେ କଥା ହେବା ପାଇଁ ସକ୍ଷମ ହେବେ । ଏହି ରୋବର୍ଟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯିବ ।

ରୋବର୍ଟ ଯଦି କାନ୍ଥ ଉପରେ ଚାଲିବ ତେବେ ତାକୁ ସେଥିପାଇଁ ପ୍ରସ୍ତୁତ କରାଯାଇ ପାରିବ କିନ୍ତୁ ଯଦି ରୋବର୍ଟ କୌଣସି ଚଟାଣର କୋଣରେ ଚାଲିବ ତେବେ ଏହା କ୍ଷତି ସାବ୍ୟସ୍ତ ହୋଇପାରେ । ଏହିଭଳି ସ୍ଥିତିରେ ମାନବ ପ୍ରଶିକ୍ଷଣ ତାକୁ ଠିକ ରାସ୍ତା ଦେଖାଇ ପାରିବ । ଅର୍ଥାତ ତାହାର ଗତିକୁ ନିୟନ୍ତ୍ରଣ କରି ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More