Only for Entertainment

୨୦୪୫ ସୁଦ୍ଧା ବିବାହ ଉପଯୋଗୀ ହୋଇଯିବେ ରୋବଟ !

21

ରୋବଟ ଘରର କାମ ଠାରୁ ନେଇ ବଡ ବଡ କାରଖାନାର କାମ ମଧ୍ୟ ସମ୍ଭାଳି ମଣିଷ ଜୀବନଶୈଳୀକୁ ସରଳ କରି ଦେଇଛି । କିନ୍ତୁ ଆପଣଙ୍କୁ ଜାରି ଆଶ୍ଚର୍ଯ୍ୟ ଲାଗିବ ଯେ ୨୦୪୫ସୁଦ୍ଧା ରୋବଟ ମଣିଷଙ୍କ ବିବାହ କରିବା ଲାୟକ ମଧ୍ୟ ହୋଇଯିବ । ଦୁନିଆରେ ସୋଫିଆ ନାମକ ଏକ ରୋବଟ ବନାଇ ଫେମସ ହୋଇଥିବା ବୈଜ୍ଞାନିକ ଏହା ଦାବି କରିଛନ୍ତି ।

ମଣିଷଙ୍କ ଭଳି ବୁଝି ପାରୁଥିବା ରୋବଟ ସୋଫିଆକୁ ବନାଇଥିବା ନିର୍ମାତା ଡ, ଡେବିଡ ହାସନ ଏକ ନୂଆ ରିସର୍ଚ୍ଚ ପେପରରେ ‘ ଦ ଏଜ ଅଫ ଲିଭିଂ ଇଂଟଲୀଜେଂଟ ସିଷ୍ଟମ ଆଣ୍ଡ ଆଣ୍ଡ୍ରଏଡ ସୋସାଇଟି’ ନାମରେ ଛପା ଯାଇଥିବା ପେପରରେ କହିଛନ୍ତି ଯେ ୨୦୪୫ ସୁଦ୍ଧା ଆଣ୍ଡ୍ରଏଡ ଆଧାରିତ ରୋବଟ ମଣିଶଙ୍କ ସହ ବିବାହ କରିବା ଲାୟକ ହୋଇଯିବେ । ତାଙ୍କ କହିବା ମୁତାବକ ଏଭଳି ରୋବଟ ବିବାହ ବ୍ୟତୀତ ଜାଗା କିଣା ବିକା ସହ ଭୋଟ ଦେବା ଲାୟକ ମଧ୍ୟ ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More