Only for Entertainment

ଫାଦର୍ସ ଡେରେ ରୋନିତ ରୟ ପତ୍ନୀଙ୍କୁ କିସ କରୁଥିବା ଫଟୋ ସେୟାର କଲେ !

BollywoodShaadis
0 52

ଟିଭି ଅଭିନେତା ରୋନି ତରୟ ନିଜ ପତ୍ନୀ ନିଲମଙ୍କୁ ବହୁତ ଭଲ ପାଆନ୍ତି ଏବଂ ଅନେକ ସମୟରେ ସାର୍ବଜନିକ ସ୍ଥାନରେ ନିଜର ପ୍ରେମକୁ ଜାହିର ମଧ୍ୟ କରନ୍ତି । ରବିବାର ଦିନ ଯେତେବେଳେ ସମସ୍ତେ ଫାଦର୍ସ ଡେ’ ପାଇଁ ବାପାଙ୍କ ଫଟୋ ସେୟାର କରିଥିଲେ ସେହି ସମୟରେ ରୋନିତ ରୟ ନିଜ ପତ୍ନୀଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରୋନିତ ଫାଦର୍ସ ଡେ ପାଇଁ ମେସେଜ ଲେଖିଲେ ସତ ମାତ୍ର ସେ ତାଙ୍କ ଛୁଆଙ୍କର ନୁହେଁ ବରଂ ନିଜ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଫଟୋରେ ରୋନିତ ଏବଂ ନୀଲମ ଦୁହେଁ ଦୁହିଁଙ୍କୁ କିସ କରୁଥିବାର ନଜର ଆସିଛନ୍ତି । ଏହାସହ ରୋନିତ କ୍ୟାପସନରେ ନୀଲମଙ୍କୁ ଭଲ ପିତା ହେବା ପାଇଁ ସାହାଯ୍ୟ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Thank you my love for making me the proud Father that I am today.

A post shared by Ronit Bose Roy (@ronitboseroy) on

ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଏକତା କପୁରଙ୍କ ଲୋକପ୍ରିୟ ସିରିଅଲ ‘କ୍ୟୁଁ କି ସାସ ଭି କଭି ବହୁ ଥି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆଜି ମଧ୍ୟ ଦର୍ଶକ ତାଙ୍କୁ ସିରିଅଲର ମିହିର ଭାବେ ଜାଣନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More