Only for Entertainment

ଦେଖିବାକୁ ମିଳିଲା ପୁରୁଣା ଗୀତ ‘ରୂପ ତେରା ମସ୍ତାନା’ର ରିକ୍ରିଏଟ ।

youtube
42

ପୁରୁଣା ଗୀତକୁ ରିକ୍ରିଏଟ କରିବା ଏକ ସାଧାରଣ କଥା ହୋଇଯାଇଛି । ସମସ୍ତ ସୁପରହିଟ ପୁରୁଣା ଗୀତକୁ ବଲିଉଡରେ ଏବେ ରିକ୍ରିଏଟ କରାଯାଉଛି । ନିକଟରେ ନଜର ଆସିଛି ସେହିଭଳି ଏକ ପୁରୁଣା ଗୀତର ରିକ୍ରିଏଟ ।

୭୦ ଦଶକର ସୁପରହିଟ୍ ଗୀତ ‘ରୁପ୍ ତେରା ମସ୍ତାନା’କୁ ନେଇ ବଲିଉଡ୍ରେ ପ୍ରସ୍ତୁତ କରାଯାଇଛି ରିମେକ୍ ଗୀତ । ସାରେଗାମା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିମେକ୍ ଭର୍ସନ୍ରେ ଶୁଣିବାକୁ ମିଳିଛି ରାମ୍ଜି ଗୁଲାଟିଙ୍କ ଗାୟିକି । ଆଉ ଏଥିରେ ର‌୍ୟାପ୍ କରିଛନ୍ତି ମୋଇତୋ । ଆଉ ଗୀତ ଦୃଶ୍ୟାୟନରେ ରାମଜି ଗୁଲାଟି, ମୋଇତୋ ଏବଂ ଅପର୍ଣ୍ଣା ଶର୍ମାଙ୍କୁ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More