ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ରିଟେନର ରାଜକୁମାର ପ୍ରିନ୍ସ ହ୍ୟାରିଙ୍କ ବିବାହ ଆମେରିକାର ଅଭିନେତ୍ରୀ ମେଗନ ମର୍କଲେଙ୍କ ସହ ହେଉଥିବା ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଆସିବା ଆରମ୍ଭ ହୋଇଗଲାଣି । ଦେଖନ୍ତୁ ଭିଡିଓ-
ଏହାପୂର୍ବରୁ ସେ ଏକ ଝିଅ ମାନଙ୍କ ଗ୍ରୃପ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ସେଥିରେ ଲେଖିଥିଲେ ‘ବିବାହ ପୂର୍ବରୁ ମସ୍ତି’ ।